ଟି.ପି .ଏସ୍‌. ଓ. ଡି. ଏଲ୍‌. ଜୟପୁର ଆନୁକୂଲ୍ୟରେ ପଦ ଯାତ୍ରା
ଜୟପୁର, ୯ ଜୁଲାଇ (ହି.ସ.)- ସ୍ଥାନିୟ ଟି.ପି.ଏସ୍‌.ଓ.ଡି.ଏଲ୍‌., ଉପ ସାଧାରଣ ପରିଚାଳକ (ବିଦ୍ୟୁତ)ଙ୍କ କାର୍ଯ୍ୟଳୟ ଜୟପୁର ଠାରୁ ସତୀଗୁଡା ଡ୍ୟାମ ପର୍ଯ୍ୟନ୍ତ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦ ଯାତ୍ରା କାର୍ଯ୍ୟକ୍ରମ ଜୟପୁର ସର୍କଲର ସାମାଜିକ ଦାୟୁତ୍ୱବୋଧ କାର୍ଯ୍ୟାଧିକାରୀ ସୋମ୍ ମହାପ୍ରସାଦଙ
ଟି.ପି .ଏସ୍. ଓ. ଡି. ଏଲ୍. ଜୟପୁର ଆନୁକୂଲ୍ୟରେ   ପଦ ଯାତ୍ରା


ଜୟପୁର, ୯ ଜୁଲାଇ (ହି.ସ.)- ସ୍ଥାନିୟ ଟି.ପି.ଏସ୍‌.ଓ.ଡି.ଏଲ୍‌., ଉପ ସାଧାରଣ ପରିଚାଳକ (ବିଦ୍ୟୁତ)ଙ୍କ କାର୍ଯ୍ୟଳୟ ଜୟପୁର ଠାରୁ ସତୀଗୁଡା ଡ୍ୟାମ ପର୍ଯ୍ୟନ୍ତ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦ ଯାତ୍ରା କାର୍ଯ୍ୟକ୍ରମ ଜୟପୁର ସର୍କଲର ସାମାଜିକ ଦାୟୁତ୍ୱବୋଧ କାର୍ଯ୍ୟାଧିକାରୀ ସୋମ୍ ମହାପ୍ରସାଦଙ୍କ ତତ୍ୱାବଧନରେ ହୋଇଥିଲା। ଜୟପୁର ସର୍କଲ ହେଡ୍ ଶ୍ରୀ ମନ୍ମଥ ନାଥ ମୀଶ୍ର ଓ ନିର୍ବାହୀ ଯନ୍ତ୍ରୀ ବରୁଣ ଚୌଧୁରୀ ଶକ୍ତିର ସ୍ଥାଇତ୍ୱବୋଧ ସେଚେତନତା କାର୍ଯ୍ୟକ୍ରମ ସମ୍ବନ୍ଧରେ ସମ୍ୟକ ସୂଚନା ଦେବାପରେ ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ତପନ ରଶ୍ମି ସୁବୁଦ୍ଧି,ବିଶ୍ୱଜିତ୍ ମେଣ୍ଡୁଳି,ପ୍ରମୋଦ କୁମାର ବେହେରା,ରଞନ କୁମାର ଦାନି,ଆଲୋକ କୁମାର ଖୁଂଟିଆ କାଳିଚରଣ ବେହେରା, ରୁପକ ଦାସ,ସୌମ୍ୟ ରଞ୍ଜନ ଲେଙ୍କା,ସପ୍ତର୍ସି ମଣ୍ଡଳ,ବିଚିତ୍ର କୁମାର ବେହେରା, ରଶ୍ମି ରଞ୍ଜନ ସାହୁ,ବେଦ ପ୍ରକାଶ,ରନ୍ଧିର ସିଂ,ଟି. ଶ୍ରିନିବାସ ଓ ହରି ନାୟକ ପ୍ରମୁଖ ଉପସ୍ଥିତଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande