ଜୁଆ ଅଡ୍ଡା ଉପରେ ପୋଲିସର ଚଢ଼ାଉ
ଜୟପୁର, ୯ ଜୁଲାଇ (ହି.ସ.) - ଜୟପୁର ଟାଉନଥାନା ପକ୍ଷରୁ ଧୋବାସାହି ଅଂଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଚଢାଉ କରାଯାଇଛି। ଏହି ଜୁଆ ଆଡ୍ଡାରୁ ୧୫ଶହ ଟଙ୍କା ଜବତ କରାଯିବା ସହ ୬ଜଣକୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଆଜି ରାତ୍ର ପ୍ରାୟ ୮ଟା ସମୟରେ ଜୟପୁର ଟାଉନ ପୁଲିସ ଧୋବାସାହି ଅଂଚଳରେ ଜୁଆଖେଳ ଚାଲିଥି
ଜୁଆ ଅଡ୍ଡା ଉପରେ ପୋଲିସର ଚଢ଼ାଉ


ଜୟପୁର, ୯ ଜୁଲାଇ (ହି.ସ.) - ଜୟପୁର ଟାଉନଥାନା ପକ୍ଷରୁ ଧୋବାସାହି ଅଂଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଚଢାଉ କରାଯାଇଛି। ଏହି ଜୁଆ ଆଡ୍ଡାରୁ ୧୫ଶହ ଟଙ୍କା ଜବତ କରାଯିବା ସହ ୬ଜଣକୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଆଜି ରାତ୍ର ପ୍ରାୟ ୮ଟା ସମୟରେ ଜୟପୁର ଟାଉନ ପୁଲିସ ଧୋବାସାହି ଅଂଚଳରେ ଜୁଆଖେଳ ଚାଲିଥିବା ଖବର ପାଇ ପହଁଚିଥିଲା। ସେଠାରୁ ଟଙ୍କା ଜବତ କରିବା ସହ ୬ଜଣ ଜୁଆଡିକୁ ଥାନାରେ ଅଟକ ରଖିଛି ପୋଲିସ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande