ସମ୍ବଲପୁର, ୦୯ ଜୁଲାଇ(ହି.ସ.) – ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ସମ୍ବଲପୁର ସମ୍ବଲପୁର ମହାନଗର ନିଗମର କମିଶନର ଶ୍ରୀ ବେଦଭୂଷଣଙ୍କ ନେତୃତ୍ୱରେ ଏକ କମିଟି ଆଜି ସମ୍ବଲପୁର ମହାନଗର ନିଗମର ବିଭିନ୍ନ ଅଂଚଳ ପରିଦର୍ଶନ କରି ବର୍ଷ ଯୋଗୁ ଉପୁଜିଥିବା ସମସ୍ୟାର ସମୀକ୍ଷା କରିଛନ୍ତି। ଡ୍ରେନେଜ ବ୍ୟବସ୍ଥା, ଜଳ ନିଷ୍କାସନ ବ୍ୟବସ୍ଥା ସୁଦୃଢ଼ କରିବା, ଏବଂ ସାନିଟେସନ କାମକୁ ତୁରନ୍ତ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ