ଭୁବନେଶ୍ୱର,
9 ଜୁଲାଇ (ହି.ସ)- ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ
ମିଳିଲା ଜାମିନ ।ଜିଲ୍ଲା ଏବଂ ଦୌରା ଜଜଙ୍କ ନ୍ୟାୟାଳୟ ପକ୍ଷରୁ ମିଳିଲା ଜାମିନ । 30 ହଜାର ଟଙ୍କା ମୂଲ୍ୟରେ ଜଣେ ଜାମିନଦାରଙ୍କ ବଦଳରେ ମିଳିଛି ଜାମିନ
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
10 Jul 2025
ବଲାଙ୍ଗିର, 10 ଜୁଲାଇ (ହି.ସ.) , ଆଜି ବଲାଙ୍ଗୀରର କଦମପଡାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ଏଥିରେମୁଖ୍ୟ ଅତିଥି ରୂପେ ରା.ସ୍ବ.ସଂ.ର ପ୍ରଚାର ଓ ପ୍ରସାର ପ୍ରମୁଖ ସୈ।ମ୍ୟ ରଞ୍ଜନ ମିଶ୍ର ଯୋଗ ଦେଇଥିଲେ । ସମବେତ ସଙ୍ଗୀତ ଗାନ ପରେ ପ୍ରଧାନ ଆଚାର୍ଯ୍..
ବଲାଙ୍ଗିର, 10 ଜୁଲାଇ (ହି.ସ) ସ୍ଥାନୀୟ ରାଜେନ୍ଦ୍ର ପାର୍କରେ ଓମ୍ ଶାନ୍ତି ଯୋଗ ପୀଠ ପକ୍ଷରୁ ଗୁରୁ ପୂର୍ଣ୍ଣିମା ପାଳନ କରାଯାଇଛି । ସକାଳେ ନିୟମିତ ଯୋଗ ଶିକ୍ଷା ପରେ ସଭାପତି ନାରାୟଣ ପାଢୀ ଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଂପାଦକ ଚୁଡେନ୍ଦ୍ର କୁମାର ବେହେରା ଙ୍କ ସଂଯୋଗଜନା ..
କେନ୍ଦୁଝର, 10 ଜୁଲାଇ (ହି.ସ.)ଡ୍ରାଇଭର ମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଭିତରେ ଆଜି କେନ୍ଦୁଝର ଜିଲ୍ଲାରେ ଘଟିଛି ଦୁର୍ଘଟଣା। ଏକହାଇୱା ପଛରେ ଧକ୍କା ଦେଇଛି ଓମଫେଡ୍ ପିକ୍ ଅପ୍ ଭ୍ୟାନ । ଘଟଣା ଘଟିଛି ରୀମୁଳି ଥାନା ଅନ୍ତର୍ଗତ ରିମୁଳି-ଯୋଡା ରାସ୍ତାର ନାରଦପୁର ନିକଟରେ । ଏହି ଦୁର୍ଘଟଣା ଫଳରେ ପିକପ ..
କେନ୍ଦୁଝର, 10 ଜୁଲାଇ (ହି.ସ.)କେନ୍ଦୁଝରର ବିଜେଡି ନେତା ରାଜା ଚକ୍ରଙ୍କ ଘରେ ପୁଣି ଇଡି ର ଚଢାଉ କରିଛି । ରାଜାଙ୍କ ଜଗନ୍ନାଥପୁର ସ୍ଥିତ ବାସଭବନରେ ଇଡି ର ଟିମ୍ ଖୋଳତାଡ଼ କରୁଛି । କଡ଼ା ସୁରକ୍ଷା ବଳୟରେ ରାଜାଙ୍କ ଘର ଯାଞ୍ଚ କରାଯାଉଛି । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅର୍ଥ ହେରଫେର୍ ମାମଲାରେ ଗିରଫ ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha