ଭୁବନେଶ୍ୱର,
9 ଜୁଲାଇ (ହି.ସ)
- ଖୁବ୍ ଶୀଘ୍ର ଘୋଷଣା ହେବ ବିଜେପିର ରାଜ୍ୟ
ଟିମ୍ ।ନୂଆ ଟିମ୍ ସହ କାର୍ଯ୍ୟ କରିବେ ରାଜ୍ୟ ସଭାପତି ମନମୋହନ ସାମଲ।ଯୁବକ ଓ ବରିଷ୍ଠଙ୍କ ସହ ସମନ୍ଵୟ
ରଖି ନୂଆ ରାଜ୍ୟ ଟିମ୍ ଗଠନ ହେବ।ସମସ୍ତଙ୍କୁ ଗୁରୁତ୍ଵ ଦେଇ ଦଳ ପାଇଁ ନୂଆ ଟିମ୍ କାର୍ଯ୍ୟ
କରିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା