ଖୁବ୍ ଶୀଘ୍ର ହେବ ରାଜ୍ୟରେ ବୋର୍ଡ଼ ଓ ନିଗମ ନିଯୁକ୍ତି
ଭୁବନେଶ୍ୱର, 9 ଜୁଲାଇ (ହି.ସ.) - ଖୁବ୍ ଶୀଘ୍ର ହେବ ରାଜ୍ୟରେ ବୋର୍ଡ଼ ଓ ନିଗମ ନିଯୁକ୍ତି। ଏ ନେଇ ପୁର୍ବରୁ ଦୁଇ ଥର ବୈଠକ ସରିଛି ।ତାଲିକା ବି ପ୍ରସ୍ତୁତ ହୋଇଛି। କିଛି ଚର୍ଚ୍ଚା ଆଲୋଚନା ପରେ ଖୁବ ଶୀଘ୍ର ନିଷ୍ପତି ନିଆଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମନ ମୋ
ଖୁବ୍ ଶୀଘ୍ର ହେବ ରାଜ୍ୟରେ     ବୋର୍ଡ଼ ଓ ନିଗମ ନିଯୁକ୍ତି


ଭୁବନେଶ୍ୱର, 9 ଜୁଲାଇ (ହି.ସ.)

- ଖୁବ୍ ଶୀଘ୍ର

ହେବ ରାଜ୍ୟରେ ବୋର୍ଡ଼ ଓ ନିଗମ ନିଯୁକ୍ତି। ଏ ନେଇ ପୁର୍ବରୁ ଦୁଇ ଥର ବୈଠକ ସରିଛି ।ତାଲିକା ବି

ପ୍ରସ୍ତୁତ ହୋଇଛି। କିଛି ଚର୍ଚ୍ଚା ଆଲୋଚନା ପରେ ଖୁବ ଶୀଘ୍ର ନିଷ୍ପତି ନିଆଯିବ ବୋଲି ସୂଚନା

ଦେଇଛନ୍ତି ରାଜ୍ୟ ସଭାପତି ମନ ମୋହନ ସାମଲ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande