ଡ୍ରାଇଭର ଆନ୍ଦୋଳନ ଯୋଗୁଁ ତୈଳ ପରିବହନ ପ୍ରଭାବିତ
ଭୁବନେଶ୍ୱର, 9 ଜୁଲାଇ (ହି.ସ)- ଡ୍ରାଇଭର ଆନ୍ଦୋଳନ ଯୋଗୁଁ ତୈଳ ପରିବହନ ପ୍ରଭାବିତ ହୋଇଛି ।ଦୁଇ ଦିନ ହେଲା ଟାଙ୍କିକୁ ଆସୁନି ପେଟ୍ରୋଲ ଡିଜେଲ ଗାଡି ।ଆଜି ପେଟ୍ରୋଲ ଟାଙ୍କିକୁ ଗାଡି ନ ଆସିଲେ କାଲିଠୁ ଦେଖା ଦେବ ତୈଳ ଅଭାବ ।ଅନେକ ପେଟ୍ରୋଲ ଟାଙ୍କିରେ ଶେଷ ହୋଇଯିବ
ଡ୍ରାଇଭର ଆନ୍ଦୋଳନ ଯୋଗୁଁ ତୈଳ     ପରିବହନ ପ୍ରଭାବିତ


ଭୁବନେଶ୍ୱର,

9 ଜୁଲାଇ (ହି.ସ)- ଡ୍ରାଇଭର ଆନ୍ଦୋଳନ ଯୋଗୁଁ ତୈଳ ପରିବହନ

ପ୍ରଭାବିତ ହୋଇଛି ।ଦୁଇ ଦିନ ହେଲା ଟାଙ୍କିକୁ ଆସୁନି ପେଟ୍ରୋଲ ଡିଜେଲ ଗାଡି ।ଆଜି ପେଟ୍ରୋଲ ଟାଙ୍କିକୁ ଗାଡି

ନ ଆସିଲେ କାଲିଠୁ ଦେଖା ଦେବ ତୈଳ ଅଭାବ ।ଅନେକ ପେଟ୍ରୋଲ ଟାଙ୍କିରେ ଶେଷ

ହୋଇଯିବ ପେଟ୍ରୋଲ ଡିଜେଲ ।ପାରାଦ୍ୱୀପ, ବାଲେଶ୍ୱର, ଜଟଣୀ, ଝାରସୁଗୁଡାର ତେଲ ଡିପୋରେ ଧର୍ମଘଟ ଜାରି ରହିଲେ ତୈଳ ପରିବହନ ପାଇଁ ହସ୍ତକ୍ଷେପ

କରିବେ ଜିଲ୍ଲା ଏସପି ।ଆଜି ଭାରତ ବନ୍ଦ ଡାକରା ଯୋଗୁଁ

ଭୁବନେଶ୍ୱରରେ ପେଟ୍ରୋଲ ଟାଙ୍କି ବନ୍ଦ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande