କେନ୍ଦୁଝର, ୧୦ ସେପ୍ଟେମ୍ବର(ହି.ସ.) – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୂର୍ ନଗର ତରଫରୁ ବ୍ରଜବନ୍ଧୁ ମାହାବିଦ୍ୟାଳୟରେ ମହା ସଦସ୍ୟତା ଦିବସରେ ସଦସ୍ୟତା ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ରେ ପାଂଚ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସଦସ୍ୟତା ଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA