ଭଦ୍ରକ, ୧୦ ସେପ୍ଟେମ୍ବର (ହି.ସ.) - ନିଜ ଅଂଚଳରବିଦ୍ୟାଳୟ ଯାଉଥିବାଛାତ୍ରଛାତ୍ରୀଙ୍କୁମନରେଗାକାର୍ଯ୍ୟରେଶ୍ରମିକସଜେଇ ଅର୍ଥ ହରିଲୁଟକରିଥିବାସରପଂଚଙ୍କୁ ଆଜିକାର୍ଯ୍ୟରୁନିଲମ୍ବିତକରାଯାଇଛି। ପ୍ରାପ୍ତ ଖବର ଅନୁଯାଇଚାନ୍ଦବାଲିବ୍ଲକଗୋପିନାଥ ପୁର ପଂଚାୟତରେ ୨୦୨୧-୨୨ ଏବଂ ୨୦୨୩-୨୪ ଆର୍ଥିିକବର୍ଷରେଗୋପିନାଥ ପୁରସରପଂଚବାପୁନ ବାରିକ ନିଜ ପଂଚାୟତରେବିଦ୍ୟାଳୟରେ ଅଧ୍ୟୟନରତ ୮ଜଣ ଛାତ୍ରଛାତ୍ରୀଙ୍କୁମନରେଗାକାର୍ଯ୍ୟରେଶ୍ରମିକବୋଲି ଦର୍ଶାଇଏହି ଅର୍ଥକୁହରିଲୁଟକରିଥିଲେ। ଏ ନେଇଘଂଟେଶ୍ୱର ଅଂଚଳରସୁଚନା ଅଧିକାରକର୍ମୀଶରତସେନାପତି ପ୍ରଥମେଚାନ୍ଦବାଲିବ୍ଲକରେ ଅଭିଯୋଗକରିବା ପରେ ଭଦ୍ରକଜିଲ୍ଲାପାଳଏବଂଶେଷରେସୁଚନାକମିଶନରଙ୍କ ଦ୍ୱାରସ୍ଥହେବାସହସବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ।ସମସ୍ତ ତଥ୍ୟ ପାଇବା ପରେଏହି ପଂଚାୟତରେବହୁବାର ଭଦ୍ରକ ପ୍ରକଳ୍ପ ଅଧିକାରୀଙ୍କଠାରୁ ଆରମ୍ଭ କରିସୁଚନାକମିଶନର ଙ୍କ ଦ୍ୱାରା ଗଠନ ହୋଇଥିବାକମିଟିଏହାର ତଦନ୍ତ ମଧ୍ୟ କରିଥିଲେ।ଏହି ତଦନ୍ତ ସରିବା ପରେସମସ୍ତରିପୋର୍ଟ ଭଦ୍ରକଜିଲ୍ଲାପାଳଏବଂଓଡିଶାସରକାରଙ୍କ ପଂଚାୟତିରାଜ ଓ ପାନୀୟଜଳବିଭାଗରଶଚିବଙ୍କୁ ପ୍ରଦାନ କରାଯାଇଥିଲା।ଏହିସମସ୍ତ ତଥ୍ୟ ଆଧାରରେଓଡିଶାସରକାରଙ୍କ ପଂଚାୟତିରାଜ ଓ ପାନୀୟଜଳବିଭାଗଶଚିବ ପତ୍ରସଂଖ୍ୟା ପିଆ-ପିଏଡିଏମ-ଇଏସଟିଟି-୦୦୪୧-୨୦୨୫,୨୪୫୪୫ ପତ୍ରସଂଖ୍ୟା ଅନୁଯାଇଗୋପିନାଥପୁରସରପଂଚବାପୁନ ବାରିକଙ୍କୁସରପଂଚ ପଦବୀରୁ ନିଲମ୍ବନ କରିଛନ୍ତି।ସଂପୃକ୍ତସରପଂଚ ନିଜ ପଦ ମର୍ଯ୍ୟାଦାରଉଲଘଂନ କରିଛାତ୍ରଛାତ୍ରୀଙ୍କୁମନରେଗାକାର୍ଯ୍ୟରେଶ୍ରମିକଭାବେ ଦର୍ଶାଇଥିବାବେଳେଏହାମନରେଗାକାଧର୍ୟର ନିୟମକୁସଂପୂର୍ଣଉଲଘଂନ କରାଯାଇଥିବା ଦର୍ଶାଇବାସହସାଧାରଣଜନତାଙ୍କ ଅର୍ଥକୁ ଅସଦ ଉପାୟରେଖର୍ଚକରିଥିବାରୁତାଙ୍କୁ ନିଲମ୍ବନ କରାଗଲାବୋଲିଏହି ପତ୍ରରେ ଦର୍ଶାଇଛନ୍ତି।ମାତ୍ରଏହିଘଟଣାରେ ଅନ୍ୟ ଅଭିଯୁକ୍ତମାନଙ୍କୁଛାଡ ପାଇଥିବାବେଳେ ଆଗାମୀ ଦିନରେସଂପୃକ୍ତବ୍ୟକ୍ତିବିଶେଷଙ୍କୁକାହିଁକିକାର୍ଯ୍ୟରୁ ନିଲମ୍ବନ କରା ନଗଲାସେଥିପାଇଁ ପୁନଶ୍ଚ ସୁଚନା ଅଧିକାରକର୍ମୀଶରତସେନାପତିଶଚିବଙ୍କ ଦ୍ୱାରସ୍ଥହେବେବୋଲି ନିଜର ପ୍ରତିକ୍ରିୟାରଖିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ