ମହିଳା ଟ୍ରାଫିକ କନେଷ୍ଟବଳ ନିଖୋଜ
ଭୁବନେଶ୍ୱର,୧୨ ସେପ୍ଟେମ୍ବର (ହି.ସ.)- ଭୁବନେଶ୍ୱର ଟ୍ରାଫିକ -୨ରେ କାର୍ଯ୍ୟରତ ମହିଳା କନେଷ୍ଟ ବଳ ଶୁଭମିତ୍ରା ସାହୁ ନିଖୋଜ ନେଇ ଅଭିଯୋଗ ହୋଇଛି। ସୂର୍ଯ୍ୟନଗରରୁ ନିଖୋଜ ଥିବା ନେଇ ପରିବାର ଲୋକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ଗତ ୬ତାରିଖରୁ ନିଖୋଜ ଅଛନ୍ତି ଶୁଭମିତ୍ରା। ହେଲେ କମିସନରେଟ ପୋଲିସ
ମହିଳା ଟ୍ରାଫିକ କନେଷ୍ଟବଳ ନିଖୋଜ


ଭୁବନେଶ୍ୱର,୧୨ ସେପ୍ଟେମ୍ବର (ହି.ସ.)- ଭୁବନେଶ୍ୱର ଟ୍ରାଫିକ -୨ରେ କାର୍ଯ୍ୟରତ ମହିଳା କନେଷ୍ଟ ବଳ ଶୁଭମିତ୍ରା ସାହୁ ନିଖୋଜ ନେଇ ଅଭିଯୋଗ ହୋଇଛି। ସୂର୍ଯ୍ୟନଗରରୁ ନିଖୋଜ ଥିବା ନେଇ ପରିବାର ଲୋକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ଗତ ୬ତାରିଖରୁ ନିଖୋଜ ଅଛନ୍ତି ଶୁଭମିତ୍ରା। ହେଲେ କମିସନରେଟ ପୋଲିସ ପକ୍ଷରୁ କୌଣସି ସୂଚନା ପରିବାର ଲୋକଙ୍କୁ ଦିଆଯାଇନଥିବା ଅଭିଯୋଗ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande