ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ସମଲେଶ୍ୱରୀ
ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)-ଆଜି ମା’ ସମଲେଇଙ୍କ ଧବଳମୁଖୀ ବେଶ । ସିନ୍ଦୁର ବର୍ଣ୍ଣ ବଦଳରେ ଆଜି ଶ୍ୱେତବର୍ଣ୍ଣରେ ମା’ ସମଲେଇ । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସମଲେଶ୍ଵରୀ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଛି । ଭକ୍ତମାନେ ଧୂପ, ଦୀପ, ଫୁଲ ଧରି ମନ୍
ଆଜି ଧବଳମୁଖୀ ବେଶରେ     ଦର୍ଶନ ଦେଉଛନ୍ତି ସମଲେଶ୍ୱରୀ


ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)-ଆଜି

ମା’

ସମଲେଇଙ୍କ ଧବଳମୁଖୀ ବେଶ । ସିନ୍ଦୁର ବର୍ଣ୍ଣ ବଦଳରେ ଆଜି ଶ୍ୱେତବର୍ଣ୍ଣରେ

ମା’

ସମଲେଇ । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସମଲେଶ୍ଵରୀ ମନ୍ଦିରରେ

ଭକ୍ତଙ୍କ ଭିଡ ହୋଇଛି । ଭକ୍ତମାନେ ଧୂପ, ଦୀପ, ଫୁଲ ଧରି ମନ୍ଦିରକୁ ଆସି ଦେବୀଙ୍କ ଦର୍ଶନ କରୁଛନ୍ତି ।

ପବିତ୍ର ମହାଳୟା ଅବସରରେ

ସ୍ୱତନ୍ତ୍ର ବେଶ ଓ ପୂଜାର୍ଚ୍ଚନା କରାଯାଉଛି । ଧବଳମୁଖୀ ବେଶ ପାଇଁ ମାଆଙ୍କର ସ୍ୱତନ୍ତ୍ର

ମହାଆଳତୀ । ଧବଳମୁଖୀ ବେଶ ଦେଖିଲେ ଗଙ୍ଗା ଦର୍ଶନର ପୂଣ୍ୟ ଫଳ ମିଳେ ବୋଲି ବିଶ୍ୱାସ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande