ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବେ ଉପ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 08 ସେପ୍ଟେମ୍ବର (ହି.ସ.) ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମଙ୍ଗଳବାର ସକାଳ ୧୦ଟା ଠାରୁ ଲୋକସେବା ଭବନ, ରାଜ୍ୟ କନଭେନସନ ସେଣ୍ଟରରେ ଯୌତୁକ ପ୍ରଥା ବିରୋଧୀ ଆଇନ ୧୯୬୧ ଓ ମହିଳା ମାନଙ୍କୁ ଘରୋଇ ହିଂସାରୁ ରକ୍ଷା ବିଷୟ ଉପରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ହେବ
ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବେ ଉପ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 08 ସେପ୍ଟେମ୍ବର (ହି.ସ.) ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମଙ୍ଗଳବାର ସକାଳ ୧୦ଟା ଠାରୁ ଲୋକସେବା ଭବନ, ରାଜ୍ୟ କନଭେନସନ ସେଣ୍ଟରରେ ଯୌତୁକ ପ୍ରଥା ବିରୋଧୀ ଆଇନ ୧୯୬୧ ଓ ମହିଳା ମାନଙ୍କୁ ଘରୋଇ ହିଂସାରୁ ରକ୍ଷା ବିଷୟ ଉପରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ହେବ । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande