ଫେରାର ଅଭିଯୁକ୍ତ ଗିରଫ
ଜୟପୁର, ୧୬ ଜାନୁଆରୀ (ହି.ସ.)- ଫେରାର ଥିବା ଜଣେ ଅଭିଯୁକ୍ତକୁ ଆଜି ଜୟପୁର ସଦର ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ବାରିଣୀପୁଟ ଅଞ୍ଚଳର ଜୋସେଫ ବେନିଆ(୨୪)। ପୋଲିସ ସୂଚନା ଅନୁସାରେ, ଜୋସେଫ ନାମରେ ୨୦୨୩ ମସିହାରେ ଜୟପୁର ସଦର ଥାନାରେ ଅପରାଧିକ ମାମଲା ରହିଥିଲା l ସେହିଦିନ ଠାରୁ ଅଭିଯୁକ୍ତ ଫେର
ଫେରାର ଅଭିଯୁକ୍ତ ଗିରଫ


ଜୟପୁର, ୧୬ ଜାନୁଆରୀ (ହି.ସ.)- ଫେରାର ଥିବା ଜଣେ ଅଭିଯୁକ୍ତକୁ ଆଜି ଜୟପୁର ସଦର ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ବାରିଣୀପୁଟ ଅଞ୍ଚଳର ଜୋସେଫ ବେନିଆ(୨୪)। ପୋଲିସ ସୂଚନା ଅନୁସାରେ, ଜୋସେଫ ନାମରେ ୨୦୨୩ ମସିହାରେ ଜୟପୁର ସଦର ଥାନାରେ ଅପରାଧିକ ମାମଲା ରହିଥିଲା l ସେହିଦିନ ଠାରୁ ଅଭିଯୁକ୍ତ ଫେରାର ରହିଥିଵା ବେଳେ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସଦରଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।.

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande