ନବୀନଙ୍କୁ ଭେଟିଲେ ଅଖିଳେଶ
ଭୁବନେଶ୍ବର , 16 ଜାନୁଆରି (ହି.ସ.) - ଉତ୍ତରପ୍ରଦେଶ ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ଦଳ ର ସଭାପତି ଶ୍ରୀ ଅଖିଳେଶ ଯାଦବ ଆଜି ଅପରାହ୍ନ ରେ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ନବୀନ ନିବାସ ରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟ ରେ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା ହୋ
ନବୀନଙ୍କୁ ଭେଟିଲେ ଅଖିଳେଶ


ଭୁବନେଶ୍ବର , 16 ଜାନୁଆରି (ହି.ସ.) - ଉତ୍ତରପ୍ରଦେଶ ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ଦଳ ର ସଭାପତି ଶ୍ରୀ ଅଖିଳେଶ ଯାଦବ ଆଜି ଅପରାହ୍ନ ରେ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ନବୀନ ନିବାସ ରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟ ରେ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା ହୋଇଥିଲା

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande