ବନ୍ତ ବ୍ଲକ୍ ବିଜୁ ଯୁବ ଛାତ୍ର ଜନତା ଦଳର ବନ୍ଧୁମିଳନ
ଭଦ୍ରକ, ୧୬ ଜାନୁଆରୀ (ହି.ସ.) - ଏହି ଜିଲାର ବନ୍ତ ବ୍ଲକ୍ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଭଣ୍ଡାରେିପାଖରୀ ନିର୍ବାଚନ ମଣ୍ଡଳୀର ଏହି ବ୍ଲକ୍ ଅଧୀନସ୍ଥ କାଦବରାଙ୍ଗ ଗ୍ରାମପଂଚାୟତ ବେନ୍ତାଳ ଗ୍ରାମୀଣ ବନ୍ୟ ଉଦ୍ୟାନେର ଏହି ବଂଧୁ ମିଳନ ଅନୁଷ୍ଠିତ ହୋଇଥିବୋବେଳ ଏ
BONTH BLOCK BJD BANDHU MILAN


ଭଦ୍ରକ, ୧୬ ଜାନୁଆରୀ (ହି.ସ.) - ଏହି ଜିଲାର ବନ୍ତ ବ୍ଲକ୍ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଭଣ୍ଡାରେିପାଖରୀ ନିର୍ବାଚନ ମଣ୍ଡଳୀର ଏହି ବ୍ଲକ୍ ଅଧୀନସ୍ଥ କାଦବରାଙ୍ଗ ଗ୍ରାମପଂଚାୟତ ବେନ୍ତାଳ ଗ୍ରାମୀଣ ବନ୍ୟ ଉଦ୍ୟାନେର ଏହି ବଂଧୁ ମିଳନ ଅନୁଷ୍ଠିତ ହୋଇଥିବୋବେଳ ଏଥେôର ଭଣ୍ଡାରେିପାଖରୀ ବିଧାୟକ ସଂଜୀବ ମଲ୍ଲିକ ଯୋଗେଦଇ ରାଜେନୌତିକ ଚିନ୍ତାଧାରା ଠାରୁ ଦୂରେର ରହି ସଭିଏଁ ସ୍ନେହ ଶ୍ରଦ୍ଧା ଭଲପାଇବା ଆପଣା ପଣିଆର ବନ୍ଧନେର ବାନ୍ଧି ହେବା ସହ ଏକ ସୁନ୍ଦର ସମାଜ ଗଢେିତାଳିବା ପାଇଁ ଯୁବ ଛାତ୍ର ନେତୃତ୍ୱ ମୋନ ନିଜ ନିଜର ଦାଇତ୍ୱ କତର୍ବ୍ୟ କୁ ସଠିକ୍ ଭୋବ ତୁଲାଇବା ପାଇଁ ଆହ୍ୱାନ ଦେଇଥେôଲ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

-------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande