ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର
ଭୁବନେଶ୍ୱର, ୧୬ ଜାନୁଆରୀ (ହି.ସ.) - ସାଲିଆ ସାହି ଦୁଇଶହ ଫୁଟିଆ ରାସ୍ତାରେ ଅଘଟଣ ଘଟିଛି। ଦ୍ରୁତ ଗତି ଯୋଗୁ ଏକ ରେସିଂ ବାଇକ୍ ଭାରସାମ୍ୟ ହରାଇ ବାରିକେଡ ଭାଙ୍ଗି ପଶିଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡସ୍ପିଟାଲ ପଠାଯାଇଥିବା ବେଳେ ଘଟଣା
ୀୂୁପବକ


ଭୁବନେଶ୍ୱର, ୧୬ ଜାନୁଆରୀ (ହି.ସ.) - ସାଲିଆ ସାହି ଦୁଇଶହ ଫୁଟିଆ ରାସ୍ତାରେ ଅଘଟଣ ଘଟିଛି। ଦ୍ରୁତ ଗତି ଯୋଗୁ ଏକ ରେସିଂ ବାଇକ୍ ଭାରସାମ୍ୟ ହରାଇ ବାରିକେଡ ଭାଙ୍ଗି ପଶିଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡସ୍ପିଟାଲ ପଠାଯାଇଥିବା ବେଳେ ଘଟଣାରେ ସ୍ଥଳରେ ମୈତ୍ରୀ ବିହାର ଥାନା ପୋଲିସ ପହଂଚି ଛାନଭିନ୍ ଆରମ୍ଭ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande