ହଜରତ ସୟଦ ଶାହା ଜମାଲଉଦ୍ଦିନ ପୀରବାବାଙ୍କ ୪୫ତମ ବାର୍ଷିକ ଉର୍ଷ ଉତ୍ସବ ଓ ଜଲସା କାର୍ଯ୍ୟକ୍ରମ
ଭଦ୍ରକ, ୧୬ ଜାନୁଆରୀ (ହି.ସ.) - ଏହି ଜିଲାର ଧାମନଗର ଏନ୍ ଏ ସି ଅନ୍ତଗର୍ତ ୧୦ ନମ୍ବର ୱାର୍ଡ ଅନ୍ତଗର୍ତ ଫକିର ସାହି ଗ୍ରାମେର ପ୍ରେତ୍ୟକ ବର୍ଷ ଭଳି ଚଳିତ ବର୍ଷ ହଜରତ ସୟଦ ଶାହା ଜମାଲଉଦ୍ଦିନ ପୀରବାବାଙ୍କର ୪୫ତମ ବାର୍ଷିକ ଉର୍ଷ ଉତ୍ସବ ଓ ଜଲସା କାର୍ଯ୍ୟକ୍ରମ ମହାସମୋରାହେର ପାଳିତ ହୋଇଯାଇଛି। ଏହି ଅବସ
HAZARAT SAYAD SAHA PIRABABA


ଭଦ୍ରକ, ୧୬ ଜାନୁଆରୀ (ହି.ସ.) - ଏହି ଜିଲାର ଧାମନଗର ଏନ୍ ଏ ସି ଅନ୍ତଗର୍ତ ୧୦ ନମ୍ବର ୱାର୍ଡ ଅନ୍ତଗର୍ତ ଫକିର ସାହି ଗ୍ରାମେର ପ୍ରେତ୍ୟକ ବର୍ଷ ଭଳି ଚଳିତ ବର୍ଷ ହଜରତ ସୟଦ ଶାହା ଜମାଲଉଦ୍ଦିନ ପୀରବାବାଙ୍କର ୪୫ତମ ବାର୍ଷିକ ଉର୍ଷ ଉତ୍ସବ ଓ ଜଲସା କାର୍ଯ୍ୟକ୍ରମ ମହାସମୋରାହେର ପାଳିତ ହୋଇଯାଇଛି। ଏହି ଅବସରେର ଆଲହାଜ ସୟଦ ଫାରୁକ ରଜା ହବିବି ଯୋଗ ଦେଇ ଗୁରୁବାର ସକାଳ ୬ଟା ସମୟେର ପୀରବାବାଙ୍କ ଆସ୍ଥାନକୁ ଗୋଲାପ ଓ ଜଳ ଚନ୍ଦନେର ସ୍ନାନ େ(ଗାସଲ) କରିଥେôଲ। ୭ଟୋର କୋରାନ ଖାନି ଓ ଫୋତହା ପେର ଭୋଗ(ଲଙ୍ଗର) ବଂଟନ କରାଯାଇଥିଲା। ୭ଟା ୩୦ ଠାରୁ ଚାଦର ଚଢା ଓ ସର୍ବ ସାଧାରଣେର ପୀରବାବାଙ୍କ ଦଶର୍ନ ଆରମ୍ଭ ହୋଇଥିଲା।ଏହି ପରେିପ୍ରକ୍ଷେୀର ରାତି୮ଟା ସମୟେର ଜଲସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥେôର ଅନ୍ୟ ରାଜ୍ୟରୁ ସୁନାମଧନ୍ୟ ମୌଲାନା,ସାୟର ଓ କବି ଯୋଗେଦଇ ପୀରବାବାଙ୍କ ଦଶର୍ନ କରିବା ସହ ଅୋୟାଜିତ ଜଲସୋର ଉପସ୍ଥିତ ରହି ବାବାଙ୍କ ମହିମା ଓ ଜିବନୀ ଉପେର ଭାଷଣ ପ୍ରଦାନ କରିଥେôଲ। ଏହି ଉର୍ଷ ଉତ୍ସବ ଓ ଜଲସା ଅବସରେର ଉତ୍ସବମୁଖର ଧାମନଗର ସହର। ଏଥେôର ଆଖପାଖ ଅଂଚଳର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହୋଇଥିବା େବେଳ ସ୍ଥାନୀୟ କାଉନସିଲର ଅନୁଶୟା ମଲ୍ଲିକ,ସାମ୍ବାଦିକ କୃଷ୍ଣ ଚନ୍ଦ୍ର ଜେନାେ,ସକ ଜାଫର ଅଲ୍ଲୀ, ଗୋଲାମ ଜିଲାନି ହବିବି,ଏମଡି ତାଜୁଦ୍ଦିନଙ୍କ ସହ ବିଭିନ୍ନ ରାଜେନୌତିକ ଦଳର ନେତା ଯୋଗ ଦେଇ ପୀରବାବଙ୍କୁ ଦଶର୍ନ କରି ଆଶିର୍ବାଦ କାମନା କରିଛନ୍ତି। ଉର୍ଷ କମିଟିର କମର୍କର୍ତା ଶାହା ନବିରୁଦ୍ଦିନ,ଶାହା ଅଜଗର,ଶାହା ଆଲାଉଦ୍ଦିନ,ଶାହା ହାଇଦର,ଶାହା ହମିଦ ରଜା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥେôଲ। ଟ୍ରାଫିକ ଏବଂ ଶାନ୍ତି ଶୃଙ୍ଖଳା ନିମେନ୍ତ ପୋଲିସ ପକ୍ଷରୁ ଆଇଆଇସି ରଞ୍ଜନ କୁମାର ସେଠୀଙ୍କ ତତ୍ୱାବଧାନେର ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଶେଷେର ଆଲହାଜ ଶାହା ବଦରୁଦ୍ଦିନ ସମସ୍ତଙ୍କୁ ଧନ୍ୟବାଦ ଅପର୍ଣ କରିଥେôଲ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

--------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande