ଜିଲ୍ଲାକୃଷିକାର୍ଯ୍ୟାଳୟରେକୃଷକସେମିନାର୍ ଅନୁଷ୍ଠିତ
କେନ୍ଦ୍ରାପଡ଼ା, ୧୬ ଜାନୁଆରୀ(ହି.ସ.) – କେନ୍ଦ୍ରାପଡାଜିଲ୍ଲାମୁଖ୍ୟକୃଷିକାର୍ଯ୍ୟାଳୟ ପରିସରରେ ଏକ ଦୁଇଦିନିଆକୃଷକସେମିନାର୍ ଉଦ୍‌?ଘାଟିତହୋଇଯାଇଛି । ଏଥିରେଜିଲ୍ଲାମୁଖ୍ୟକୃଷି ଅଧିକାରୀ, କୃଷିବିଜ୍ଞାନ କେନ୍ଦ୍ରରବୈଜ୍ଞାନିକତାପସ ରଞ୍ଜନ ସାହୁ, ଇଞ୍ଜିନିୟରସଞ୍ଜିବ୍‌?ତ୍ରିପାଠୀ, କୃଷିଜିଲ୍ଲା ଅଧିକାରୀହେମ
ଜିଲ୍ଲାକୃଷିକାର୍ଯ୍ୟାଳୟରେକୃଷକସେମିନାର୍ ଅନୁଷ୍ଠିତ


କେନ୍ଦ୍ରାପଡ଼ା, ୧୬ ଜାନୁଆରୀ(ହି.ସ.) – କେନ୍ଦ୍ରାପଡାଜିଲ୍ଲାମୁଖ୍ୟକୃଷିକାର୍ଯ୍ୟାଳୟ ପରିସରରେ ଏକ ଦୁଇଦିନିଆକୃଷକସେମିନାର୍ ଉଦ୍‌?ଘାଟିତହୋଇଯାଇଛି । ଏଥିରେଜିଲ୍ଲାମୁଖ୍ୟକୃଷି ଅଧିକାରୀ, କୃଷିବିଜ୍ଞାନ କେନ୍ଦ୍ରରବୈଜ୍ଞାନିକତାପସ ରଞ୍ଜନ ସାହୁ, ଇଞ୍ଜିନିୟରସଞ୍ଜିବ୍‌?ତ୍ରିପାଠୀ, କୃଷିଜିଲ୍ଲା ଅଧିକାରୀହେମନ୍ତ ଜେନା, ସହକାରୀକୃଷି ଅଧିକାରୀ ପରୀକ୍ଷିତସାହୁ ପ୍ରମୁଖଉପସ୍ଥିତରହିମହିଳାସ୍ୱୟଂସହାୟକଗୋଷ୍ଠୀରସଭ୍ୟ ଓ ଚାଷୀମାନଙ୍କୁରବିଚାଷ, ଛତୁଚାଷଶତକଡା ୩୫ ରିହାତିରେଉନ୍ନତିକୃଷି ଯନ୍ତ୍ରପାତି ଉପଲବ୍ଧ ବିଷୟରେ ଆଲୋକପାତକରିଥିଲେ ।ବିନାଚାଷରେ ନଡାକୁ ନ ପୋଡିକିପରିଭାବରେ ଆଳୁଚାଷ ଓ ଛତୁଚାଷକରାଯାଇପାରିବସେସମ୍ପର୍କରେଉପସ୍ଥିତ ଥିବାଚାଷୀମାନଙ୍କୁଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ପ୍ରତି ପଂଚାୟତରେସୋଲାର ଥ୍ରେସର ଓ ସୋଲାର ପାଣି ପମ୍ପ ବ୍ୟବହାରଉପରେଗୁରୁତ୍ୱ ଦିଆଯାଇଥିଲା। ସମସ୍ତ ସ୍ୱୟଂସହାୟକ ଗୋଷ୍ଠୀ କୃଷି ବିଭାଗ ଠାରୁ ରିହାତି ଦର୍‌ରେ ଯନ୍ତ୍ରପାତି ନେଇ ଭଡା ସୁତ୍ରରେ ବ୍ୟବହାର କରି ଅର୍ଥ ଉପାର୍ଜନ କରିବାକୁ ଅନୁରୋଧ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande