ଜିଲ୍ଲା ମହୋତ୍ସବ ଚତୁର୍ଥ ସନ୍ଧ୍ୟା
କେନ୍ଦ୍ରାପଡ଼ା, ୧୬ ଜାନୁଆରୀ(ହି.ସ.) – ଜିଲ୍ଲାମହୋତ୍ସବ, ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଏବଂ ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ମେଳାର ଚତୁର୍ଥ ସନ୍ଧ୍ୟାରେ ଅତିଥି ଭାବେ ବିଶିଷ୍ଠ ଗବେଷକ, ସାହିତ୍ୟିକ ଡ଼. ବାସୁଦେବ ଦାସ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କୋଟାରିଆ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧ
---------------ଜିଲ୍ଲା ମହୋତ୍ସବ ଚତୁର୍ଥ ସନ୍ଧ୍ୟା


କେନ୍ଦ୍ରାପଡ଼ା, ୧୬ ଜାନୁଆରୀ(ହି.ସ.) – ଜିଲ୍ଲାମହୋତ୍ସବ, ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଏବଂ ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ମେଳାର ଚତୁର୍ଥ ସନ୍ଧ୍ୟାରେ ଅତିଥି ଭାବେ ବିଶିଷ୍ଠ ଗବେଷକ, ସାହିତ୍ୟିକ ଡ଼. ବାସୁଦେବ ଦାସ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କୋଟାରିଆ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକୃଷ୍ଣ ଜେନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ଜ୍ଝ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଓଡିଶା କଲଚର ଆର୍ଟ ଏକାଡ଼େମି ଏବଂ ସାଇନାଥ କଳା ପରିଷଦ କେନ୍ଦ୍ରାପଡ଼ାର ଲୋକ ନୃତ୍ୟ,ନୁପୁର ଡ୍ୟାନ୍ସ ଏକାଡେମୀ କେନ୍ଦ୍ରାପଡ଼ାର ଓଡିଶା ପରମ୍ପରା଼ ଆଧାରିତ ନୃତ୍ୟ, ଶୁଭଶ୍ରୀ ଶଙ୍ଖ ଧ୍ୱନି ଲୋକ ନୃତ୍ୟ କଳା କେନ୍ଦ୍ରା ଗଞ୍ଜାମର ଯୋଡି ଶଙ୍ଖ ଏବଂ ରଣପା, ଚନ୍ଦ୍ର ଶେଖର ଗୋଟିପୁଅ କଳା ସଂସଦ, ପୁରୀର ଗୋଟିପୁଅ ନାଚ ସମେତ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ସାଥିଙ୍କ ଅର୍କେଷ୍ଟା ଲୋକଙ୍କୁ ମତୁଆଲା କରିଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande