କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟେର ଭଦ୍ରକ ଜିଲା ପ୍ରଶାସନଙ୍କୁ ଦାବିପତ୍ର
ଭଦ୍ରକ, ୧୬ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲାର ସମସ୍ତ ପଂଚାୟତେର ସରକାରୀ ଧାନ କ୍ରୟ ମଣ୍ଡି ଖୋଲି ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କ ଠାରୁ ସରକାରଙ୍କ ଘୋଷିତ ମୂଲ୍ୟେର ଧାନ କ୍ରୟ କରିବା, ଧାନ କିଣାରେ ଟୋକନ ପ୍ରହସନ ବଂଦ କରିବା, ସମସ୍ତ ଚାଷୀ ମାନଙ୍କ କୃଷିଋଣ ଓ ମହାଜନୀ ଋଣ ଛାଡ କରିବା, ଭିବିଜିରାମଜ
KENDRIYA TRADE UNION DABIPATRA


ଭଦ୍ରକ, ୧୬ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲାର ସମସ୍ତ ପଂଚାୟତେର ସରକାରୀ ଧାନ କ୍ରୟ ମଣ୍ଡି ଖୋଲି ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କ ଠାରୁ ସରକାରଙ୍କ ଘୋଷିତ ମୂଲ୍ୟେର ଧାନ କ୍ରୟ କରିବା, ଧାନ କିଣାରେ ଟୋକନ ପ୍ରହସନ ବଂଦ କରିବା, ସମସ୍ତ ଚାଷୀ ମାନଙ୍କ କୃଷିଋଣ ଓ ମହାଜନୀ ଋଣ ଛାଡ କରିବା, ଭିବିଜିରାମଜି ଆଇନ-୨୦୨୫ ବାତିଲ କରି ପୂବର୍ପରି ଏମ୍‌ଏନ୍‌ଆରଇଜିଏସ୍ କୁ କାର୍ଯ୍ୟକାରୀ କରିବା, ଶ୍ରମିକ ବେିରାଧୀ ଶ୍ରମ କୋର୍ଡ ବାତିଲ କରିବା, ସରକାରୀ କଳକାରଖାନା ବିକ୍ରି ବଂଦ କରିବା, ଜନବେିରାଧି ବିଦ୍ୟୁତ୍ ସେଂଶାଧନ ବିଲ ପ୍ରତ୍ୟାହାର କରିବା, କୃଷକ ବେିରାଧୀ ବିହନ ବିଲ୍‌-୨୦୨୫ ପ୍ରତ୍ୟାହାର କରିବା ଆଦି ଦାବି ନେଇ ସଂଯୁକ୍ତ କୃଷକ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମିଳିତ ମଂଚ, କ୍ଷେତମଜଦୂର ୟୁନିୟନ ମିଳିତ ମଂଚ ପକ୍ଷରୁ ମିଳିତ ଭୋବ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ େଉଦ୍ଦଶ୍ୟେର ଭଦ୍ରକ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥେôଲ । ଏହି ପ୍ରତିନିଧି ଦଳେର ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଚନ୍ଦ୍ରେଶଖର ନାୟକ, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ଓଡିଶା କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ, ଓଡିଶା କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ପ୍ରେଫସର ଡ ପ୍ରହଲ୍ଲାଦ ପତି, କ୍ଷେତମଜଦୂର ୟୁନିୟନ ଭଦ୍ରକ ବ୍ଲକ ସଭାପତି ସେୁରନ୍ଦ୍ର ଦାସ, ବରପଦା ଇଞ୍ଜିନିୟରିଂ କେଲଜ କମର୍ଚାରୀ ନେତା ବିଜୟ ରାଉତ ପ୍ରମୁଖ ସାମିଲ ହୋଇ ଦାବିଗୁଡିକୁ ପୂରଣ ଦିଗେର ଅୋଲାଚନା କରିଥେôଲ । ଦାବିପୂରଣ ନେହେଲ ଆଗାମୀ ଫେବୃଆରୀ ୧୨ ସବର୍ଭାରତୀୟ ସାଧାରଣ ଧମର୍ଘଟ ପରେିପ୍ରକ୍ଷେୀର ଭଦ୍ରକ ଜିଲ୍ଲା ବଂଦ ରହିବ ବୋଲି ଅୋନ୍ଦାଳନକାରୀ ନେତୃତ୍ୱ ଚେତାବନୀ ଦେଇଥେôଲ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

--------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande