
ଭଦ୍ରକ, ୧୬ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକର ବିଭିନ୍ନ ପଂଚାୟତରେ କାର୍ଯ୍ୟରତ ପ୍ରାଣୀ ଓ କୃଷିମିତ୍ରମୋନ କାମକରି ଉଚିତ ପ୍ରାପ୍ୟ ନପାଇବାରୁ ସେମାନଙ୍କ ମଧ୍ୟେର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସେମୋନ ଗୁରୁବାର ବିଡ଼ିଓଙ୍କ ନିକଟେର ଅଭେିଯାଗ କରିଥେôଲ । ଶୁକ୍ରବାର ବିଡ଼ିଓଙ୍କ କାର୍ଯ୍ୟାଳୟେର ସଦର ସରପଂଚ ଶୁଭ୍ର ନାରାୟଣ ସେଠୀଙ୍କ ଉପସ୍ଥିତେିର ବିଡ଼ିଓ ନିରଞ୍ଜନ ବାରିକ େଏନଇ ଅୋଲାଚନା କରିଥେôଲ। ଉଚିତ ପ୍ରାପ୍ୟ ନପାଇବା ଉପେର କୌଣସି ସମାଧାନର ବାଟ ବାହାରି ପାରିନଥିଲା। ଯେଉଁଥି ପାଇଁ ସେମୋନ ଅସେନ୍ତାଷ ବ୍ୟକ୍ତ କରିଥେôଲ । ଶେଷେର ବିଡ଼ିଓ ଦାବି ଗୁଡିକ ସରକାରଙ୍କୁ ଜଣାଇବା ପାଇଁ ପରାମର୍ଶ ଦେଇଥିବା େବେଳ ଯେତିକି କାମ ସେତିକି ପ୍ରାପ୍ୟ ମିଳିବ। ଏହା ଦରମା ନେୁହଁ ବୋଲି ସେମାନଙ୍କୁ ବୁଝାଇ କହିଥେôଲ। ପ୍ରାଣୀ ଓ କୃଷିମିତ୍ରମୋନ ଅଭେିଯାଗେର ଦର୍ଶାଇଛନ୍ତି ଯେ , ଗତ ୨୦୧୬ଠାରୁ ସେମୋନ ପଂଚାୟତସ୍ତରୀୟ ମହାସଂଘ ଦ୍ୱାରା ନିଯୁକ୍ତି ପାଇ ୧୦ଟି ପଂଚାୟତେର କାର୍ଯ୍ୟ କରୁଥେôଲ । ସେହିସବୁ ପଂଚାୟତେର କୃଷିମିତ୍ର ୩ଜଣ ଏବଂ ପ୍ରାଣୀମିତ୍ର ୨ଜଣ କରି ମୋଟ ୫୦ଜଣ କାର୍ଯ୍ୟରତ ଥେôଲ । ସେହି ସମୟେର ସେମାନଙ୍କୁ ପ୍ରଥେମ ମାସିକ ୩୭୫୦ ଓ ପେର ୬୨୫୦ଟଙ୍କା ଲେଖାଏଁ ପ୍ରାପ୍ୟ ୨୦୨୫ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିଲା । ୨୦୨୨ ଓ ୨୦୨େ୩ର ସେମାନଙ୍କୁ ୧୦ପଂଚାୟତ ପରିବେର୍ତ ୩୧ପଂଚାୟତେର କାର୍ଯ୍ୟ କରିବାକୁ ଦାଇତ୍ୱ ଦିଆଯାଇଥିଲା । ଯାହାଫଳେର କୃଷି ଓ ପ୍ରାଣୀମିତ୍ରଙ୍କୁ ନିଜ ପଂଚାୟତ ସହିତ ଏକାଧିକ ପଂଚାୟତେର କାର୍ଯ୍ୟ କରିବାକୁ ହୋଇଥିଲା । ଦକ୍ଷତା ଭିତେିର ପ୍ରୋତ୍ସାହନ ରାଶି ପ୍ରଦାନର ସରକାରଙ୍କ ନିୟମ ଥିବାରୁ ଗତ ବର୍ଷ ଏପ୍ରିଲରୁ ନେଭମ୍ବର ପର୍ଯ୍ୟନ୍ତ ସେମୋନ ମାସିକ ବିବରଣୀ ପ୍ରଦାନ କରିଥେôଲ। ସେମୋନ ଗୋଟିଏ ପଂଚାୟତେର ସୀମିତ ନରହି ୨୫ରୁ ୩୦କିମି ରାସ୍ତା ଅତିକ୍ରମ କରି କାର୍ଯ୍ୟ କରିଥିବା ଦର୍ଶାଇଥେôଲ । ଏପରିସ୍େଥଳ ସେମାନଙ୍କୁ ୫ମାସର ପ୍ରାପ୍ୟ ଭୋବ ୨୩ରୁ ୨୮ହଜାର ଟଙ୍କା ପ୍ରଦାନ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେମୋନ ଦର୍ଶାଇଛନ୍ତି । ମାସିକ ୬୨୫୦ଟଙ୍କା ପରିବେର୍ତ କାହାକୁ ୪ହଜାର ତ କାହାକୁ ୪୫୦୦ଟଙ୍କା ଦିଆଯିବା େବେଳ ନିର୍ଦ୍ଦିଷ୍ଟ ପଂଚାୟତେର କାର୍ଯ୍ୟରତ ସିଆରପିମାନଙ୍କୁ ୬ରୁ ୬୫୦୦ଟଙ୍କା ପ୍ରଦାନ କରାଯିବା ଘଟଣାରୁ ବିଭାଗୀୟ ଅଧିକାରୀ ପୂର୍ବ ଅୋକ୍ରାଶର ପ୍ରତେିଶାଧ ନେଉଥିବା ପ୍ରମାଣିତ ହେଉଥିବା ସେମୋନ ଦର୍ଶାଇଥେôଲ । େତେବ ନ୍ୟାୟ ନମିଳେିଲ ସେମୋନ କାର୍ଯ୍ୟବନ୍ଦ ଅୋନ୍ଦାଳନକରେିବ ବୋଲି ରବିନ୍ଦ୍ର ନାଥ ପାଣିଗ୍ରାହୀ,ସିତାରାଣୀ ସାହୁ,ରାଜୀବ ଜେନା,ଶକୁନ୍ତଳା ବାରିକ,ବନିତା ରାଣୀ ପାଟ,ସୁମତି ତ୍ରିପାଠୀ,ଧେୀରନ୍ଦ୍ର ସାମଲ, ମିନାରାଣୀ ଭଞ୍ଜ,ରଂଜନା ନାଥ,ଦିଗମ୍ବର େବେହରା,ରଞ୍ଜନ ମହାଳିକ,ମାନସୀ ପରିଡା,ମିନତୀ ବାରିକ,ରଞ୍ଜନ ନାୟକେ,ରଖାରଣୀ ସାହୁ,ଜୀବନ ପଣ୍ଡା,ମେନାଜ ମଳିକ ପ୍ରମୁଖ ପ୍ରାଣୀ ଓ କୃଷିମିତ୍ରମୋନ ଚେତାବନୀ ଦେଇଛନ୍ତି ।େଅଲାଚନୋବେଳ ବ୍ଲକ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ଗ୍ରାମ୍ୟ କୃଷି କମର୍ଚାରୀ ସେନ୍ତାଷ ମହାନ୍ତିଙ୍କ ସହିତ ପ୍ରାଣୀ ଓ କୃଷିମିତ୍ରମୋନ ଉପସ୍ଥିତ ଥେôଲ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ