ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ଭଦ୍ରକ ଗସ୍ତ, ଅଙ୍ଗନୱାଡି କେନ୍ଦ୍ରରେ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ଓଜନ ଉତ୍ସବର ତଦାରଖ କଲେ
ଭଦ୍ରକ, ୧୬ ଜାନୁଆରୀ (ହି.ସ.) - ଓଡ଼ିଶା ସରକାର ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ସୁମିତ୍ରା କୁମାରୀ ପଟନାୟକ ଗତକାଲି ଭଦ୍ରକ ଜିଲା ଗସ୍ତେର ଆସି ଜିଲାର ଅଙ୍ଗନୱାଡି କେନ୍ଦ୍ର ଗୁଡିକେର ଚାଲିଥିବା ୨ୟ ପର୍ଯ୍ୟାୟ ଓଜନ ଉତ୍ସବର କାର୍ଯ୍ୟକ୍ରମକୁ ତଦାରଖ କରିଥେôଲ। ଗତକାଲି ସେ ଭଦ୍ରକ ସମ
MAHILA & SISHU BIKASH ATIRIKITA SACHIBA


ଭଦ୍ରକ, ୧୬ ଜାନୁଆରୀ (ହି.ସ.) - ଓଡ଼ିଶା ସରକାର ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ସୁମିତ୍ରା କୁମାରୀ ପଟନାୟକ ଗତକାଲି ଭଦ୍ରକ ଜିଲା ଗସ୍ତେର ଆସି ଜିଲାର ଅଙ୍ଗନୱାଡି କେନ୍ଦ୍ର ଗୁଡିକେର ଚାଲିଥିବା ୨ୟ ପର୍ଯ୍ୟାୟ ଓଜନ ଉତ୍ସବର କାର୍ଯ୍ୟକ୍ରମକୁ ତଦାରଖ କରିଥେôଲ। ଗତକାଲି ସେ ଭଦ୍ରକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅନ୍ତଗର୍ତ ବରଗୁଣ୍ଡା, କୁଶଗଡିଆ, କୁମ୍ଭଶ୍ରୀ ଓ ନଳାଙ୍ଗ ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ଶିଶୁଙ୍କ ଓଜନ ଓ ଉଚ୍ଚତାମାନ ସୁନିଶ୍ଚିତ ଓ ଅଭିବୃଦ୍ଧି ନିରୀକ୍ଷଣ କରିଥେôଲ। କେନ୍ଦ୍ର ଗୁଡିକର ପରିଦଶର୍ନ ସମୟେର ସେଠୋର ଉପସ୍ଥିତ ଥିବା କ୍ଷେତ୍ର କମର୍କର୍ତାଙ୍କ ସହ ଅୋଲାଚନା କରିଥେôଲ। ଏବଂ ସେଠୋର ଶୂନ ରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପିତାମାତା, ଗୋଷ୍ଠୀ ସଦସ୍ୟମାନଙ୍କୁ ସେଚତନ କରାଇବାକୁ ପରାମର୍ଶ ଦେଇଥେôଲ। ଅଙ୍ଗନୱାଡି କେନ୍ଦ୍ର ତଦାରଖ ପେର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ପ...ନାୟକ ଦୋଳସାହିସ୍ଥିତ ଯୋଗୀ ୠଷି ଲଚ୍ଛମନ ଦାସ ଶିଶୁ ଯତ୍ନ ଅନୁଷ୍ଠାନକୁ ପରିଦଶର୍ନ କରିଥେôଲ। ଅନୁଷ୍ଠାନର ସଂପାଦକ ଲୋକନାଥ ପତିଙ୍କ ଠାରୁ ଅନୁଷ୍ଠାନର ପରିଚାଳନା ସଂପକର୍ରେ ପଚାରି ବୁଝିଥେôଲ। ପେର େଅନ୍ତବାସୀମୋନ ରହୁଥିବା କକ୍ଷ ଓ ଚତୁଃପାଶ୍ୱର୍ ବୁଲି ପରିମଳ ବ୍ୟବସ୍ଥା, ଖାଦ୍ୟେପୟ, ନିତ୍ୟ ଆବଶ୍ୟକୀୟ ସାମଗ୍ରୀ ଗୁଡିକୁ ତଦାରଖ କରିଥେôଲ। େଅନ୍ତବାସୀମାନଙ୍କ ପାଠପଢା ସହ ସମାଜର ମୁଖ୍ୟେସ୍ରାତେର ସେମୋନ କିପରି ସାମିଲ େହେବ, ସେ ନେଇ କମର୍କର୍ତା ଓ ବିଭାଗୀୟ କର୍ତୃପକ୍ଷଙ୍କୁ ସେଚତନ କରାଇଥେôଲ। ପେର ସେ ଭଦ୍ରକ ସହରେର ଥିବା ନୂହାସ, ଆସିୟାନା ଓ ଆଶ୍ରୟ ୩ଟି ଶକ୍ତି ସଦନକୁ ଯାଇ ସେଠୋର ଆଶ୍ରିତ େଅନ୍ତବାସୀଙ୍କ ସହ ମତ ବିନିମୟ କରିବା ସହ ବିଭିନ୍ନ ସମସ୍ୟା ସଂପକର୍ରେ ପଚାରି ବୁଝିଥେôଲ। ସେଠାରୁ ୱାନ୍ ଷ୍ଟପ୍ ସେଂଟର (ସଖୀ) ଯାଇ ସେଠୋର ରହୁଥିବା ପୀଡିତାଙ୍କ ସହ ଅୋଲାଚନା କରିଥେôଲ। ସଖୀର କାର୍ଯ୍ୟକ୍ରମ ସଂପର୍କିତ ସମସ୍ତ କାଗଜପତ୍ର ତନଖି କରିଥେôଲ। ଅତିରିକ୍ତ ଶାସନ ସଚିବଙ୍କ ଏହି ଗସ୍ତ ସମୟେର ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସୁବ୍ରତ କୁମାର ବିଶ୍ୱାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ଓ ସଂସ୍ଥାଗତ ଯତ୍ନ ସୁରକ୍ଷା ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା, ଜିଲା ସମାଜ ମଙ୍ଗଳ ଅଧିକାରିଣୀ ରୂପାଲି ମିତ୍ର ଓ ଅନ୍ୟାନ୍ୟ କମର୍କର୍ତାମୋନ ପ୍ରମୁଖ ଉପସ୍ଥିତ ଥେôଲ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

-----------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande