ନିପା ଭାଇରସ : ପଶ୍ଚିମବଙ୍ଗର ସୀମା ବର୍ତୀ ଜିଲ୍ଲା ଗୁଡିକ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି - ସ୍ୱାସ୍ଥ୍ୟ ମନ୍ତ୍ର୍ରୀ
ଭୁବନେଶ୍ୱର, ୧୬ ଜାନୁଆରୀ (ହି.ସ.) - ନିପା ଭାଇରସକୁ ନେଇ ଶୁକ୍ରବାର ଲୋକସଭା ଭବନରେ ଼ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି
ୀପହଗତଦତ


ଭୁବନେଶ୍ୱର, ୧୬ ଜାନୁଆରୀ (ହି.ସ.) - ନିପା ଭାଇରସକୁ ନେଇ ଶୁକ୍ରବାର ଲୋକସଭା ଭବନରେ ଼ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ନିପା ଭାଇରସ ପଶ୍ଚିମବଙ୍ଗରେ ଚିହ୍ନଟ ହେବା ପରେ ଆମ ରାଜ୍ୟରେ ସରଭିଲାନ୍ସ ଜାରି କରାଯାଇଛି। ଏନେଇ ଏକ ଟେକ୍ନିକାଲ କମିଟି ଗଠନ କରାଯାଇ ଆଲୋଚନା ହୋଇଛି । ସେଥରୁ ଯେଉଁ ନିଷ୍ପତି ନିଆ ଗଲା ପଶ୍ଚିମବଙ୍ଗର ସୀମା ବର୍ତୀ ଜିଲ୍ଲା ଗୁଡିକ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ବଡ଼ ବଡ଼ ସହରରେ ବର୍ତମାନ ସର୍ଭିଲାନ୍ସ ବଢ଼ାଇ ଦିଆଯାଇଛି । ଯଦି ଏଭଳି କେସ ଆସେ ସରକାରଙ୍କ ପକ୍ଷରୁ କିଭକି ଏହାର ମୁକାବିଲା କରାଯାଇ ପାରିବ କଣ ପଦକ୍ଷେପ ନିଆଯାଇ ପାରିବ ସେଥିପାଇଁ ଆମ ପ୍ରସ୍ତୁତ ଅଛୁ । ଆମେ ସାଧାରଣ ଲୋକଙ୍କୁ ଭୟଭୀତ ନହେବାକୁ ଅନୁରୋଧ କରୁଛୁ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande