ଓସ୍ତପୁରକୃଷିସମବାୟସମିତିରେ ଧାନମଣ୍ଡି ଉଦ୍‌ଘାଟିତ
କେନ୍ଦ୍ରାପଡ଼ା, ୧୬ ଜାନୁଆରୀ(ହି.ସ.) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଠାରେ ଥିବା କୃଷି ସମବାୟ ସମିତିରେ ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମବାୟ ସମିତିର ସଭାପତି ପ୍ରଦ୍ୟୁମ୍ନକୁମାରଜେନା, ସମ୍ପାଦକ ପ୍ରେମାଞ୍ଜନ ସାହୁ, ଉପସଭାପତିକନକଲତାସ୍ୱାଇଁ, ଆର୍‌.ଆଇ ଅକ୍ଷୟ କୁମ
ଓସ୍ତପୁରକୃଷିସମବାୟସମିତିରେ ଧାନମଣ୍ଡି ଉଦ୍‌ଘାଟିତ


କେନ୍ଦ୍ରାପଡ଼ା, ୧୬ ଜାନୁଆରୀ(ହି.ସ.) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଠାରେ ଥିବା କୃଷି ସମବାୟ ସମିତିରେ ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମବାୟ ସମିତିର ସଭାପତି ପ୍ରଦ୍ୟୁମ୍ନକୁମାରଜେନା, ସମ୍ପାଦକ ପ୍ରେମାଞ୍ଜନ ସାହୁ, ଉପସଭାପତିକନକଲତାସ୍ୱାଇଁ, ଆର୍‌.ଆଇ ଅକ୍ଷୟ କୁମାର ଖିଲାର, ଧାନକ୍ରୟ କମିଟିର ସଦସ୍ୟ ଭୋଳାନାଥ ପ୍ରଧାନ, ଜଗବନ୍ଧୁ ପ୍ରଧାନ, ନିରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ରହି ସମିତିକୁ ଧାନ ନେଇ ଆସୁଥିବାଚାଷୀମାନେ ଯେଭଳି କୈାଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଏବଂ ପଞ୍ଜିକୃତ ହୋଇଥିବା ସମସ୍ତ ଚାଷୀ ସୁରୁଖୁରୁରେ ଧାନ ଦେଇପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆୟୋଜିତଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ କବିଚନ୍ଦ୍ର ବିଶ୍ୱାଳ, ପ୍ରମୋଦ କୁମାର ରାଉତରାୟ, ଶରତଚନ୍ଦ୍ର ଦାସ, ବଂଶୀଧର ସାମଲ, କୈଳାସଚନ୍ଦ ୍ରବେହେରାଙ୍କ ସହସମସ୍ତ ନିର୍ଦ୍ଦେଶକସ୍ଥାନୀୟ ଅଂଚଳରଚାଷୀଉପସ୍ଥିତ ଥିଲେ ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande