
ଭଦ୍ରକ, ୧୬ ଜାନୁଆରୀ (ହି.ସ.) - ମା’ ଦପାନାୟକାଣୀ କ୍ଲବ ଆନୁକୁଲ୍ୟେର ଭଟସାହି ପଂଚାୟତର ଫଳପୁର ଠାରେ ଅୋୟାଜିତ ହୋଇଥିବା 'ରାଜା ସ୍ମାରକୀ କ୍ରେିକଟ ଟୁଣ୍ଣର୍ମେଂଟ' ଶୁକ୍ରବାର ସଫଳତାର ସହ ସମାପ୍ତ ହୋଇଛି। ଏହି ଟୁଣ୍ଣର୍ମେଂଟର ଗ୍ରାଣ୍ଡ ଫାଇନାଲେର ସୋର ୟୁନାେଇଟଡ ଦଳ ଚମତ୍କାର ପ୍ରଦଶର୍ନ କରି ଚଳିତ ବଷର୍ର ଟ୍ରଫି ହୋତଇଛି।ଆଜିର ଏହି ହାଇଭୋଲେଟଜ ଫାଇନାଲ ମ୍ୟାଚ୍ ସୂର୍ଯ୍ୟଶୀଖା ଭଦ୍ରକ ଏବଂ ସୋର ୟୁନାେଇଟଡ ମଧ୍ୟେର ଅନୁଷ୍ଠିତ ହୋଇଥିଲା। ଉଭୟ ଦଳକୁ ୨୦ ଓଭର ଲେଖାଏଁ ଖେଳିବାକୁ ସେୁଯାଗ ମିଳିଥିବା େବେଳ ସୋର ୟୁନାେଇଟଡ ୧୩୯ ରନ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଖେଳେର ଉଚ୍ଚେକାଟୀର ବ୍ୟାଟିଂ ପ୍ରଦଶର୍ନ ପାଇଁ ଦିଲୀପ ଦାସଙ୍କୁ ‘ମ୍ୟାନ ଅଫ୍ ଦି ମ୍ୟାଚ୍’ ଏବଂ ସମ୍ପୂର୍ଣ୍ଣ ଟୁଣ୍ଣର୍ମେଂଟେର ଉତମ ପ୍ରଦଶର୍ନ ପାଇଁ ସଭଲିନି ମଲିକ ଙ୍କୁ ‘ମ୍ୟାନ ଅଫ୍ ଦି ସିରିଜ’ ସମ୍ମାନେର ସମ୍ମାନିତ କରାଯାଇଛି।ଏହି ଉଦଯାପନୀ ଉତ୍ସବେର ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର ସଭାପତିତ୍ୱ କରିଥେôଲ। ମୁଖ୍ୟ ଅତିଥି ଭୋବ ଧୁଶୁରୀ ଥାନା ଅଧିକାରୀ ଅଜୟ ସୁଦଶର୍ନ ବୋଗ, ମୁଖ୍ୟ ବକ୍ତା ଭୋବ ସରପଂଚ ସୀତାକାନ୍ତ ମିଶ୍ର ଯୋଗ ଦେଇଥେôଲ। ସମ୍ମାନିତ ଅତିଥି ଭୋବ ସମାଜେସବୀ କ୍ଷେୀରାଦ ମହାନ୍ତି, କେଦାର ମହାନ୍ତି ଏବଂ ୱାର୍ଡ ମେମ୍ବର ମେନାଜ ମହାନ୍ତି ଉପସ୍ଥିତ ରହି ଖେଳାଳିମାନଙ୍କୁ ପୁରସ୍କାର ବିତରଣ କରିଥେôଲ।ସୂଚନୋଯାଗ୍ୟ ଯେ, ଅଂଚଳର ଜେଣ ପ୍ରତିଭାବାନ ଉଦୀୟମାନ ଖେଳାଳି ରାଜା ମହାନ୍ତିଙ୍କର ଏକ ସଡ଼କ ଦୁଘର୍ଟଣୋର ମୃତ୍ୟୁ ଘଟିଥିଲା। ତାଙ୍କରି ସ୍ମୃତିକୁ ଅମର କରି ରଖିବା ପାଇଁ କ୍ଲବ ପକ୍ଷରୁ ପ୍ରତିବର୍ଷ ଏହି କ୍ରେିକଟ ଟୁଣ୍ଣର୍ମେଂଟର ଅୋୟାଜନ କରାଯାଉଛି। ଏହି ଖେଳକୁ ଦେଖିବା ପାଇଁ ସ୍ଥାନୀୟ ଅଂଚଳର କ୍ରୀଡ଼ା ପ୍ରେମୀଙ୍କ ଭିଡ଼ ଜମିଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
-------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ