ରାଜ୍ୟସ୍ତରୀୟ ବ୍ୟାଡ଼ମିଂଟନ ଟୁର୍ଣ୍ଣାମେଂଟ ଉଦଘାଟିତ
ଭଦ୍ରକ, ୧୬ ଜାନୁଆରୀ (ହି.ସ.) - ଭଦ୍ରକ ଠାରେ ରାଜ୍ୟସ୍ତରୀୟ ସର୍ବ କନିଷ୍ଠ ଓ କନିଷ୍ଠ ବଗର୍ର ଦ୍ୱିତୀୟ ସୋପାନ ଚାମ୍ପିୟନସିପ ଉଦଘାଟିତ ହୋଇଯାଇଛି। ଓଡିଶା ବ୍ୟାଡ଼ମିଂଟନ ଅୋସାସିଏସନ ଆନୁକୂଲ୍ୟେର ରାଜ୍ୟସରକାର ଓ ଭଦ୍ରକ ଜିଲ୍ଲା ପ୍ରଶାସନର ସହେଯାଗେର ଏବଂ ଜିଲ୍ଳା ସଟଲ ଅୋସାସିଏସନର ଆନୁକୂଲ୍ୟେର ଭଦ୍ରକ ବ
RAJYASTARIYA BADMINTON TOURNAMENT


ଭଦ୍ରକ, ୧୬ ଜାନୁଆରୀ (ହି.ସ.) - ଭଦ୍ରକ ଠାରେ ରାଜ୍ୟସ୍ତରୀୟ ସର୍ବ କନିଷ୍ଠ ଓ କନିଷ୍ଠ ବଗର୍ର ଦ୍ୱିତୀୟ ସୋପାନ ଚାମ୍ପିୟନସିପ ଉଦଘାଟିତ ହୋଇଯାଇଛି। ଓଡିଶା ବ୍ୟାଡ଼ମିଂଟନ ଅୋସାସିଏସନ ଆନୁକୂଲ୍ୟେର ରାଜ୍ୟସରକାର ଓ ଭଦ୍ରକ ଜିଲ୍ଲା ପ୍ରଶାସନର ସହେଯାଗେର ଏବଂ ଜିଲ୍ଳା ସଟଲ ଅୋସାସିଏସନର ଆନୁକୂଲ୍ୟେର ଭଦ୍ରକ ବହୁମୁଖୀ େଇଣ୍ଡାର ଷ୍ଟାଡିୟମ ଠୋର ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଳାପାଳ ଦିଲ୍ଲୀପ ରାଉତରାୟଙ୍କ କର କମଳେର ଆନୁଷ୍ଠାନିକ ଭୋବ ଉଦଘାଟିତ ହୋଇଯାଇଛି । ସଟଲ ଅୋସାସିଏସନର ସଭାପତି ମେହଶ ପ୍ରସାଦ ଦାସ,ଉପସଭାପତି ଜୟପ୍ରକାଶ ଜେନା, କାର୍ଯ୍ୟକାରିଣୀ ସଦସ୍ୟ ବିଭୁ କଲ୍ୟାଣ ବାରିକ, କେିଶାର ଲଢ଼ା, ନିରଜ ସାହୁ, ସମ୍ପାଦକ ସମୀର କାନ୍ତ ଦାସ, କୋଷାଧକ୍ଷ ରୋଜଶ ଦାସ, ଓଡ଼ିଶା ଷ୍ଟେଟ ଅୋସାସିଏସନର ଯୁଗ୍ମ ସମ୍ପାଦକ ଶେୈଳନ୍ଦ୍ର ଚୌଧୁରୀ, ଟୁର୍ନୋମଂଟ ନେିଦର୍ଶକ ଅଜିତ ମହାନ୍ତି, ମ୍ୟାଚ ନିୟନ୍ତ୍ରକ ସ୍ୱାଧୀନ ମିଶ୍ର, ମୁଖ୍ୟ େରେଫରୀ ଲକ୍ଷ୍ୟପତି ନନ୍ଦ ପ୍ରମୁଖ ଏହି ଉଦଘାଟନୀ ଉତ୍ସବେର ଯୋଗ ଦେଇଥେôଲ। ଜିଲ୍ଲାପାଳ ଓ ବିଧାୟକ ତାଙ୍କ ଅଭିଭାଷଣେର ଭଦ୍ରକ ଜିଲ୍ଲୋର ଏପରି ରାଜ୍ୟସ୍ତରୀୟ ପ୍ରତେିଯାଗିତା ଅନୁଷ୍ଠିତ ହେଉଥିବାରୁ ଓଡ଼ିଶା ରାଜ୍ୟ ବ୍ୟାଡ଼ମିଂଟନ ସଂଘର ସଭାପତି ତଥା କମିଶନର ରୋଜଶ ପ୍ରଭାକର ପାଟିଲ ଓ ସମ୍ପାଦକ ନିଲିନ କୁମାରଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ପ୍ରତେିଯାଗିତୋର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ୧୫୦ ଜଣ ପ୍ରତେିଯାଗୀଙ୍କୁ ଅଭିନନ୍ଦନ ଜଣାଇଥେôଲ। ଏହି ପ୍ରତେିଯାଗିତାଟି ୩ ଦିନ ଧରି ଚାଲିବ। ଏହି ପ୍ରତେିଯାଗିତାକୁ ପରିଚାଳନା କରିବା ପାଇଁ ୨୬ଜଣ କ୍ରୀଡା ପରିଚାଳକ ଦଳଙ୍କ ସହିତ ୨୫୦ଜଣ ଅଭିଭାବକ ଯୋଗେଦଇଛନ୍ତି। ସଦସ୍ୟ ବିଶ୍ୱନାଥ ଦତ ସ୍ୱାଗତ ଭାଷଣ ଦେଇଥିବା େବେଳ, ସଟଲ ଅୋସାସିଏସନର ଲୋକ ସମ୍ପର୍କ ଅଧିକାରୀ ରୂପକ ବିହାରୀ ରାୟ ଧନ୍ୟବାଦ ଦେଇଥେôଲ। ଅମ୍ବିକା ମହାପାତ୍ର, ଜୟଜଜ୍ଞ ସେନାପତି, ପେରଶ ବାରିକ,ସୁଜାତା ସାହୁ,ପିୟୁଷ ଦାସ, ମେୁକଶ ପାଣିଗ୍ରାହୀ, ବିଶ୍ୱଜିତ ବଳ, ମୁକ୍ତିକାନ୍ତ ପରିଡା, ଆଶିଷ ରାୟ, ସତ୍ୟବ୍ରତ ସାମଲ ପ୍ରମୁଖ ସହେଯାଗ କରିଥେôଲ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

-----------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande