ଶାଆଁଳପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ
ଭଦ୍ରକ, ୧୬ ଜାନୁଆରୀ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତଗର୍ତ ଶାଆଁଳପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରେର ଶୁକ୍ରବାର ଦିନ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଆନନ୍ଦମୟ ପରେିବଶେର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଦାସ ସଭାପତିତ୍ୱ କରିଥିବୋବେଳ ମୁଖ୍ୟଅତିଥି ଭ
SAANLAPUR SCHOOL ANNUAL SPORTS


ଭଦ୍ରକ, ୧୬ ଜାନୁଆରୀ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତଗର୍ତ ଶାଆଁଳପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରେର ଶୁକ୍ରବାର ଦିନ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଆନନ୍ଦମୟ ପରେିବଶେର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଦାସ ସଭାପତିତ୍ୱ କରିଥିବୋବେଳ ମୁଖ୍ୟଅତିଥି ଭୋବ ପ୍ରବଚକ ବେୀରନ୍ଦ୍ର ପଣ୍ଡା ଯୋଗେଦଇ କ୍ରୀଡା ଶାରୀରିକ ସୁସ୍ଥତା ସହ ମାନସିକ ବିକାଶର ମୁଖ୍ୟ ଆଧାର। ଶିକ୍ଷା ସହ କ୍ରୀଡାର ସମନ୍ୱୟ ଛାତ୍ରଛାତ୍ରୀଙ୍କୁ ଶିଷ୍ଟାଚାର, ନେତୃତ୍ୱ, ଶୃଙ୍ଖଳା ଓ ଦଳୀୟ ଭାବନା ଶିଖାଇଥାଏ। ହାର-ଜିତକୁ ସହଜ ଭୋବ ଗ୍ରହଣ କରିବାର ଶକ୍ତି କ୍ରୀଡା ମାଧ୍ୟମେର ଉତ୍ପନ୍ନ ହୁଏ ବୋଲି ସେମୋନ ମତ ପ୍ରକାଶ କରିଥେôଲ। ଏହି ଅବସରେର ଅଧ୍ୟାପକ ନିରଂଜନ ସାମଲ, କବି ହରିହର ପାଣିଗ୍ରାହୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବେିରନ୍ଦ୍ର ଜେନା, ମୁରଲୀଧର ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଅକ୍ଷୟ ହୋତା, ଗଙ୍ଗାଧର େବେହରା, ହାସ୍ୟାଭେିନତା ସତ୍ୟବ୍ରତ ପାଣିଗ୍ରାହୀ,ଅଧ୍ୟାପକ କେିଶାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ହୋ ଇ ଛାତ୍ର ଛାତ୍ରୀ ଙ୍କୁ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରି। ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପଣ୍ଡା ମନ୍ତ୍ରପାଠ କରି କାର୍ଯ୍ୟକ୍ରମ ଆରମ୍ଭ କରାଇଥେôଲ। ଶିକ୍ଷକ ସଂଗ୍ରାମ ଭାରତୀ ଅତିଥି ପରିଚୟ କରିଥିବୋବେଳ ଶିକ୍ଷକ ସେନ୍ତାଷ ଜେନା ସ୍ୱାଗତ ଭାଷଣ ଦେଇଥେôଲ। ଶିକ୍ଷୟତ୍ରୀ ଶୁଭଦ୍ରା ଶୁଭଦର୍ଶୀ ମଲ୍ଲିକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥେôଲ। କ୍ରୀଡା ପ୍ରତେିଯାଗିତୋର ସଫଳ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟେର ବିଦ୍ୟାଳୟେର ଶିକ୍ଷକ ଶିକ୍ଷୟତ୍ରୀ ଯଶସିନି ସାହୁ, ବିଭୁ ସୁନ୍ଦର ସାହୁ, ପୁଜାରାଣୀ ନାୟକ, ସସ୍ମିତା ସେଠୀ, କମଳାକାନ୍ତ ଜେନା, ମାନିନୀ ଗୋଚ୍ଛାୟତ, େଦେବନ୍ଦ୍ର ମାଝୀ ପରିଚାଳନା କରିଥେôଲ।ପେର ୨୦୨୪-୨୫ ମସିହୋର ମେଟ୍ରିକ ପରୀକ୍ଷୋର ବିଦ୍ୟାଳୟ ତରଫରୁ ସେର୍ବାଚ୍ଚ ନମ୍ବର ରଖିଥିବାରୁ ପ୍ରିୟ ଦଶର୍ନୀ ଦାସଙ୍କୁ ବିଦ୍ୟାଳୟ ତରଫରୁ ସମ୍ୱଦ୍ଧର୍ନା କରାଯାଇଥିଲା। ପ୍ରାରମ୍ଭ ରେ ବିଦ୍ୟାଳୟ ର ଛାତ୍ରୀ ଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରେିବଷଣ କରା ଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

-------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande