ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟରେ ଭୋଟର ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ
Odisha, 16 ଜାନୁଆରି (ହି.ସ.) *ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟରେ ଭୋଟର ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ* ନୂଆପଡ଼ା,୧୬ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସ୍ଥିତ ଜାତୀୟ ସେବା ଯୋଜନା ବିଜୁପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନ ତରଫରୁ ମହାବିଦ୍ୟାଳୟ ରେ ଜାତୀୟ ସେବା
Voter awareness campaign


Odisha, 16 ଜାନୁଆରି (ହି.ସ.)

*ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟରେ ଭୋଟର ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ*

ନୂଆପଡ଼ା,୧୬ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସ୍ଥିତ ଜାତୀୟ ସେବା ଯୋଜନା ବିଜୁପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନ ତରଫରୁ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନାର ସ୍ଵଚ୍ଛା ସେବୀ ମାନଙ୍କୁ ନେଇ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା ଅଧ୍ୟକ୍ଷ ଅବନୀ କୁମାର ଖମରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟ କ୍ରମ ରେ ଜାତୀୟ ସେବା ଯୋଜନାର ଅଧିକାରୀ ଡ.କିଶୋର କୁମାର କର୍ଣ୍ଣ ,ଅଧ୍ୟାପକ ଅତିକ୍ ଅହମ୍ମଦ ଖାନ୍,ଅଧ୍ୟାପିକା ପ୍ରୀତିସୁଧା ପଣ୍ଡା ଅଧ୍ୟାପକ ନେତ୍ରମ୍ ହଂସ ପ୍ରମୁଖ ଯୋଜନା କରିଥିଲେ ଅଧ୍ୟାପକ ସନ୍ତୋଷ କୁମାର ମୁଣ୍ଡ ଆସନ୍ତା ଜାନୁଆରୀ ୨୫ ରେ ହେବାକୁ ଥିବା ଜାତୀୟ ଭୋଟର ଦିବସ ଉପଲକ୍ଷେ ବକୃତା ,ସ୍ଲୋଗାନ ଲିଖନ ପ୍ରତିଯୋଗିତା ହେବ ଏଣୁ ଏଥିରେ ଅଂଶ ଗ୍ରହଣ କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଶେଷରେ ଡ. କିଶୋର କୁମାର କର୍ଣ୍ଣ ଧନ୍ୟବାଦ୍ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande