
କେନ୍ଦ୍ରାପଡ଼ା, ୧୬ ଜାନୁଆରୀ(ହି.ସ.) – କେନ୍ଦ୍ରାପଡା ଜିଲ୍ଲାର ଗହିରମଥାକୁ କଇଁଛମାନେ ନିଜର ନ୍ତୁଡିଶାଳ ଭଳି ବ୍ୟବହାର କରୁଥିବାରୁ କଇଁଛମାନଙ୍କରସୁରକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ଆଲୋଚନା କରାଯାଇଛି । କେନ୍ଦ୍ରାପଡା ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ଅଧ୍ୟକ୍ଷତାରେକଇଁଛରସୁରକ୍ଷା ପାଇଁ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତହୋଇଛି । ଏଥିରେ ରାଜନଗରସାମୁଦ୍ରିକ ଅତିରିକ୍ତମତ୍ସ୍ୟ ଅଧିକାରୀ ରଞ୍ଜନ କୁମାରବେହେରା, ମହାକାଳପଡାର ଅତିରିକ୍ତମତ୍ସ୍ୟ ଅଧିକାରୀଶତାଦ୍ଦୀସୁଭଦ୍ରାଶୁଭଦର୍ଶନୀ, ରାଜନଗରରତହସିଲଦାର ଯିଶୁଖ୍ରୀଷ୍ଟ ଦାସ, କନିକାରଭାନୁମତିମାଝି, ମହାକାଳପଡାରରବିନାରାୟଣ ଆଚାର୍ଯ୍ୟ ଓ କୁଜଙ୍ଗରମତ୍ସ୍ୟ ଅଧିକାରୀତୁଷାରକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତରହି ନଭେମ୍ବର ୧ତାରିଖରୁମଇ ୩୧ ପର୍ଯ୍ୟନ୍ତ କଇଁଛମାନଙ୍କର ଅଣ୍ଡା ଦେବାରସମୟ ଥିବାରୁମତ୍ସ୍ୟଜିବୀମାନେ ସମୁଦ୍ରକୁ ଯିବାକୁବାରଣକରାଯାଇଛି।ଗହୀରମଥା କୁଳଠାରୁ ୨୦ କିଲୋମିଟର ଦୂରରେମତ୍ସ୍ୟଜିବୀମାନେ ପ୍ରବେଶକରିପାରିବେ ।ଗହୀରମଥାରେକଇଁଛମାନଙ୍କର ଅଣ୍ଡାଯେପରି ନଷ୍ଟ ନ ହୁଏଏବଂକଇଁଛମାନେ କୈାଣସିବୋଟ୍ କିମ୍ବାଡଙ୍ଗାଯୋଗୁ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଏହାକୁ ଦୃଷ୍ଟିରେରଖି ପଦକ୍ଷେପ ନିଆଯାଇଛି।ତେଣୁଏଠାରେ ପ୍ରବେଶ କରିବାକୁବାରଣକରାଯାଇଛି।କଇଁଛରସୁରକ୍ଷା ପାଇଁଡିଜେଲ୍ଚାଳିତବୋଟ୍ ବ୍ୟବହାର ନ କରିସୋଲାରସିଷ୍ଟମ୍?ରେବୋଟ୍?ଚଳାଇବା ପାଇଁଏହିବୈଠକରେ ଆଲୋଚନାକରାଯାଇଛି ।
.......................................
ହିନ୍ଦୁସ୍ଥାନ ସମାଚାର / ରବି