
ଭଦ୍ରକ, ୧୭ ଜାନୁଆରୀ (ହି.ସ.) - ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍ ମହାନ୍ତି ପଡା ଗ୍ରାମ ପଂଚାୟତ ର ଦେହୁରୀସାହି ର ବାସିନ୍ଦା ବିଜେଡ଼ି ର ଆଗ ଧାଡିର ସଙ୍ଗଠକ ପ୍ରହଲ୍ଲାଦ ବାରିକ୍ ଙ୍କ ପୁଅ କମଳାକାନ୍ତ ବାରିକ୍ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଦୁର୍ଘଟଣା କାରଣରୁ ନିଆଁ ପୋଡ଼ି ହୋଇ ଆହତ ହୋଇଥିଲେ। ଏହି ଖବର ପାଇ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଆଜି ତାଙ୍କ ବାସଭବନରେ ପହଂଚି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଆରୋଗ୍ୟ କାମନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
--------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ