ଜିଲ୍ଲାପାଳଙ୍କ ଶକ୍ତିସଦନ ଏବଂ ନିଶାମୁକ୍ତି କେନ୍ଦ୍ର ପରିଦର୍ଶନ
କେନ୍ଦ୍ରାପଡ଼ା, ୧୭ ଜାନୁଆରୀ(ହି.ସ.) – ଜିଲ୍ଲାପାଳ ରଘୁରାମ ଆର୍‌. ଆୟର ବାରିମୂଳ ସ୍ଥିତ ଶକ୍ତିସଦନ ଏବଂ ନିଶାମୁକ୍ତି କେନ୍ଦ୍ର ବୁଲି ଅନ୍ତେବାସୀ ଏବଂ କର୍ମଚାରୀମାନଙ୍କ ସହିତ ବିଭିନ୍ନ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଏହି ପରିଦର୍ଶନରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂ
---------------ଜିଲ୍ଲାପାଳଙ୍କ ଶକ୍ତିସଦନ ଏବଂ ନିଶାମୁକ୍ତି କେନ୍ଦ୍ର ପରିଦର୍ଶନ..


କେନ୍ଦ୍ରାପଡ଼ା, ୧୭ ଜାନୁଆରୀ(ହି.ସ.) – ଜିଲ୍ଲାପାଳ ରଘୁରାମ ଆର୍‌. ଆୟର ବାରିମୂଳ ସ୍ଥିତ ଶକ୍ତିସଦନ ଏବଂ ନିଶାମୁକ୍ତି କେନ୍ଦ୍ର ବୁଲି ଅନ୍ତେବାସୀ ଏବଂ କର୍ମଚାରୀମାନଙ୍କ ସହିତ ବିଭିନ୍ନ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଏହି ପରିଦର୍ଶନରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande