ଦେଶି ମଦ ଚାଲାଣବେଳେ ଚଢ଼ାଉ, ଜଣେ ଗିରଫ
ଜୟପୁର, ୧୭ ଜାନୁଆରୀ(ହି.ସ.) – ଦେଶି ମଦ ଚାଲାଣବେଳେ ଜୟପୁର ଅବକାରୀ ଥାନା ଆଜି ଚଢ଼ାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା କଳାଗୁଡ଼ାର ଗ୍ରାମର ବିପିନ ହିଆଲ। ସୂଚନା ଅନୁଯାୟୀ ଏକ ବାଇକ ଦେଶିମଦ ଚାଲାଣବେଳେ ଗଡ଼ପଦର ଗ୍ରାମ ରାସ୍ତାରେ ଚଢ଼ାଉ କରି ୩୨ ଲିଟର ମଦ ବାଇକ ଜବତ କରିଛି
ଦେଶି ମଦ  ଚାଲାଣ ବେଳେ ଚଢାଉ, ଜଣେ ଗିରଫ


ଜୟପୁର, ୧୭ ଜାନୁଆରୀ(ହି.ସ.) – ଦେଶି ମଦ ଚାଲାଣବେଳେ ଜୟପୁର ଅବକାରୀ ଥାନା ଆଜି ଚଢ଼ାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା କଳାଗୁଡ଼ାର ଗ୍ରାମର ବିପିନ ହିଆଲ। ସୂଚନା ଅନୁଯାୟୀ ଏକ ବାଇକ ଦେଶିମଦ ଚାଲାଣବେଳେ ଗଡ଼ପଦର ଗ୍ରାମ ରାସ୍ତାରେ ଚଢ଼ାଉ କରି ୩୨ ଲିଟର ମଦ ବାଇକ ଜବତ କରିଛି। ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରୀ ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande