କ୍ରୀଡ଼ାବିଦ୍ ସୁମନ୍ତ ଭୋଇଙ୍କ ତୃତୀୟ ବର୍ଷ ଶ୍ରଦ୍ଧାଞ୍ଜଳି ସଭା
ବଲାଙ୍ଗୀର, ୧୭ ଜାନୁଆରୀ(ହି.ସ.) – ବଲାଙ୍ଗୀର ସହରର ଜଣାଶୁଣା କ୍ରୀଡାବିଦ୍ ତଥା ସମାଜସେବୀ ସୁମନ୍ତ ଭୋଇଙ୍କ ତୃତୀୟ ବର୍ଷ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ଆଜି ବଲାଙ୍ଗୀର ସହରର ବୁଦ୍ଧିଜିବୀ ଓ ବିଭିନ୍ନ କଳା କ୍ରିକେଟ ପ୍ରେମୀ ତାଙ୍କ ବାସଭବନରେ ତାଙ୍କ ସପରିବାର ସହ ଶ୍ରଦ୍ଧାଞ୍ଜଳି ସଭା ହୋଇଥିଲ
କ୍ରୀଡାବିଦ୍ ସୁମନ୍ତ ଭୋଇଙ୍କ ତୃତୀୟ ବର୍ଷ ଶ୍ରଦ୍ଧାଞ୍ଜଳି ସଭା


ବଲାଙ୍ଗୀର, ୧୭ ଜାନୁଆରୀ(ହି.ସ.) – ବଲାଙ୍ଗୀର ସହରର ଜଣାଶୁଣା କ୍ରୀଡାବିଦ୍ ତଥା ସମାଜସେବୀ ସୁମନ୍ତ ଭୋଇଙ୍କ ତୃତୀୟ ବର୍ଷ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ଆଜି ବଲାଙ୍ଗୀର ସହରର ବୁଦ୍ଧିଜିବୀ ଓ ବିଭିନ୍ନ କଳା କ୍ରିକେଟ ପ୍ରେମୀ ତାଙ୍କ ବାସଭବନରେ ତାଙ୍କ ସପରିବାର ସହ ଶ୍ରଦ୍ଧାଞ୍ଜଳି ସଭା ହୋଇଥିଲା। ପୁଷ୍ପମାଳା ଅର୍ପଣ କରି ତାଙ୍କ ବିଷୟରେ ସ୍ମରଣ କରାହୋଇଥିଲା। ଗାୟତ୍ରି ମନ୍ତ୍ର ସହ ପୂଜା ଆୟୋଜିତ ହୋଇଥିଲା। ସବୁ ଦିନ ପାଇଁ ସମସ୍ତଙ୍କ ମନରେ ଛାପ ଛାଡିଯାଇଥିବାରୁ ଏହି ସଭାରେ ମତପ୍ରକାଶ ହୋଇଥିଲା। ସଭାରେ ବିଭିନ୍ନ ବୁଦ୍ଧିଜିବୀ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande