ବଲାଙ୍ଗିର ଜିଲ୍ଲାପାଳଙ୍କ ବଲାଙ୍ଗିର-କଳାହାଣ୍ଡି-ନୂଆପଡା KBN ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଲିଃ ର ପରିଦର୍ଶନ କଲେ
ବଲାଙ୍ଗିର, 04 ଜାନୁଆରି (ହି.ସ.) ଆଜି ଜିଲ୍ଲାପାଳ, ବଲାଙ୍ଗିର ଶ୍ରୀ ୟେଶଲ୍ଵାର ; ବଲାଙ୍ଗିର-କଳାହାଣ୍ଡି-ନୂଆପଡା KBN ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଲିଃ ଅନ୍ତର୍ଗତ ଲର୍କୀପାଲି ସ୍ଥିତ ଓମ୍ଫେଡ୍ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ପରିଦର୍ଶନ କରି ସେଠାରେ ଦୁଗ୍ଧ ସଂଗ୍ରହ ତଥା ଶୀତଳୀକରଣ ପ୍ର
ବଲାଙ୍ଗିର ଜିଲ୍ଲାପାଳଙ୍କ ବଲାଙ୍ଗିର-କଳାହାଣ୍ଡି-ନୂଆପଡା KBN   ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଲିଃ ର ପରିଦର୍ଶନ କଲେ


ବଲାଙ୍ଗିର ଜିଲ୍ଲାପାଳଙ୍କ ବଲାଙ୍ଗିର-କଳାହାଣ୍ଡି-ନୂଆପଡା KBN   ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଲିଃ ର ପରିଦର୍ଶନ କଲେ


ବଲାଙ୍ଗିର, 04 ଜାନୁଆରି (ହି.ସ.)

ଆଜି ଜିଲ୍ଲାପାଳ, ବଲାଙ୍ଗିର ଶ୍ରୀ ୟେଶଲ୍ଵାର ; ବଲାଙ୍ଗିର-କଳାହାଣ୍ଡି-ନୂଆପଡା KBN ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଲିଃ ଅନ୍ତର୍ଗତ ଲର୍କୀପାଲି ସ୍ଥିତ ଓମ୍ଫେଡ୍ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ପରିଦର୍ଶନ କରି ସେଠାରେ ଦୁଗ୍ଧ ସଂଗ୍ରହ ତଥା ଶୀତଳୀକରଣ ପ୍ରକ୍ରିୟା ଓ ମାନ ପରୀକ୍ଷଣ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande