ଜାନୁୟାରୀ ୧୧ ରେ ଉପଖଣ୍ଡ ସ୍ତରୀୟ ଲୋକ ଉତ୍ସବ
ବଲାଙ୍ଗିର, ୪ ଜାନୁଆରୀ (ହି.ସ.)- ବଲାଙ୍ଗିର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଯାଇଛି । ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ ଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । ଏ ବର୍ଷ କିଭଳି ହଜିଯାଇଥିବା କଳା ସଂସ୍କୃତି ପୁର୍ନଜିବିତ ହେବ ଏବଂ କଳାକାରଙ୍କୁ
ଜାନୁୟାରୀ ୧୧ ରେ ଉପଖଣ୍ଡ ସ୍ତରୀୟ ଲୋକ ଉତ୍ସବ ହଜି ଯାଇଥିବା କଳା ସଂସ୍କୃତିକୁ ପୁର୍ନଜିବିତ କରାଯିବ


ଜାନୁୟାରୀ ୧୧ ରେ ଉପଖଣ୍ଡ ସ୍ତରୀୟ ଲୋକ ଉତ୍ସବ ହଜି ଯାଇଥିବା କଳା ସଂସ୍କୃତିକୁ ପୁର୍ନଜିବିତ କରାଯିବ


ବଲାଙ୍ଗିର, ୪ ଜାନୁଆରୀ (ହି.ସ.)- ବଲାଙ୍ଗିର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଯାଇଛି । ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ ଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । ଏ ବର୍ଷ କିଭଳି ହଜିଯାଇଥିବା କଳା ସଂସ୍କୃତି ପୁର୍ନଜିବିତ ହେବ ଏବଂ କଳାକାରଙ୍କୁ ନେଇ ମଂଚ ପରିବେଷଣ କରିବେ ସେ ବିଷୟରେ ଆଲୋଚନା ହୋଇଥିଲା । ଆଗାମୀ ଜାନୁୟାରୀ ୧୧ ତାରିଖ ଦିନ ଟାଉନ ବାଳିକା ବିଦ୍ୟାଳୟରେ ଉତ୍ସବ ଆୟୋଜିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ବିଭିନ୍ନ ବ୍ଲକର କଳାକାର ଓ ବୁଦ୍ଧିଜିବ ଓ ସରକାରୀ କର୍ମଚାରୀମାନଙ୍କ ଉପସ୍ଥିତିରେ ନିଷ୍ପତ୍ତି ନିଆଯାଇଥିଲା ।

ସହକାରୀ କଲେକ୍ଟର ଜୟକୃଷ୍ଣ ପାଣିଗ୍ରାହି, ଆଲୋକ ପୁରୋହିତ ପ୍ରମୁଖ ମଂଚାସିନ ଥିଲେ । କଳାକାର ସଂଘର ମଧୁ ସୁଦାନ ନାୟକ, ଜଗଦାନନ୍ଦ ଛୁରିଆ, ବ୍ରହ୍ମାନନ୍ଦ ବନଛୋର, କାଳି ପ୍ରସାଦ ଷଡଙ୍ଗିର, ଘାସିରାମ ମିଶ୍ର, ମୁରଲିଧର ପତି, ଜୟକୃଷ୍ଣ ମିଶ୍ର, ପ୍ରଶାନ୍ତ ମହାକୁର । ଧନ୍ୟବାଦ ଅର୍ପଣ କରିଥିଲେ ନେସଲା ପାତ୍ର ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande