
ଭୁବନେଶ୍ୱର, 04 ଜାନୁଆରି (ହି.ସ.)- ଆମ ବସ ଦୁର୍ଘଟଣାକୁ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗର
ପ୍ରମୁଖ ସଚିବ ଉଷା ପାଢ଼ୀ ସମୀକ୍ଷା କରିଛନ୍ତି | ସମୀକ୍ଷା ବୈଠକରେ
ପରିଵହନ କମିସନର ଅମିତାଭ ଠାକୁର, ଟ୍ରାଫିକ ଡିସିପି
ତପନ ମହାନ୍ତି, ଭୁବନେଶ୍ୱର ଡିସିପି ଜଗମୋହନ ମିନା,କ୍ରୁଟ ଏମଡି ସଞ୍ଜୟ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା