ଆମ ବସ୍ ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଅନନ୍ତ ଜେନା
ଭୁବନେଶ୍ୱର, 04 ଜାନୁଆରି (ହି.ସ.)- ଆମ ବସ୍ ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ସେ କହିଛନ୍ତି ଯେ, ଆମ ଵସ ମୁଖ୍ୟ ପରିଚାଳକ ଏବଂ କର୍ତ୍ତୃପକ୍ଷଙ୍କୁ ଆମେ ବାରମ୍ବାର ଅନୁରୋଧ କରିଛୁ ଦକ୍ଷତା ଦେଖନ୍ତୁ । ମୁଁ ଏକଥା ବିଧ
ଆମ ବସ୍ ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଅନନ୍ତ     ଜେନା


ଭୁବନେଶ୍ୱର, 04 ଜାନୁଆରି (ହି.ସ.)- ଆମ ବସ୍ ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି

କରିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ସେ କହିଛନ୍ତି ଯେ, ଆମ ଵସ ମୁଖ୍ୟ ପରିଚାଳକ ଏବଂ କର୍ତ୍ତୃପକ୍ଷଙ୍କୁ ଆମେ

ବାରମ୍ବାର ଅନୁରୋଧ କରିଛୁ ଦକ୍ଷତା ଦେଖନ୍ତୁ । ମୁଁ ଏକଥା ବିଧାନସଭାରେ ମଧ୍ୟ ଉଠେଇଛି ।

କାହିଁକି ବାରମ୍ବାର ଦୁର୍ଘଟଣା ହେଉଛି । ଖାଲି କ୍ଷତିପୂରଣ ଦେଲେ କଣ ସବୁ ସରିଗଲା । ସେ

ଡ୍ରାଇଭର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ । ସରକାର ଏହାକୁ ଗୁରୁତର ସହ ନେଉ ନାହାନ୍ତି ।

ଆଗକୁ ଯଦି ଆଉ ଜୀବନ ଗଲା ଜୋରଦାର ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande