ମାଷ୍ଟରକ୍ୟାଣ୍ଟିନ ଆମ ବସ ଷ୍ଟାଣ୍ଡରେ ପରିଵହନ ବିଭାଗ ପକ୍ଷରୁ କଡାକଡି ଚେକିଂ
ଭୁବନେଶ୍ୱର, 04 ଜାନୁଆରି (ହି.ସ.)- ଆମ ବସ ଦୁର୍ଘଟଣାରେ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ଘଟଣା ପରେ ଆଜି ମାଷ୍ଟରକ୍ୟାଣ୍ଟିନ ଆମ ବସ ଷ୍ଟାଣ୍ଡରେ ପରିଵହନ ବିଭାଗ ପକ୍ଷରୁ କଡାକଡି ଚେକିଂ କରାଯାଇଛି । ନିଜେ ପରିଵହନ କମିସନର ମାଷ୍ଟରକ୍ୟାଣ୍ଟିନ ଆମ ବସ ଷ୍ଟାଣ୍ଡରେ ସମସ୍ତ ବସ ଡ୍ରାଇଭରଙ୍କୁ
ମାଷ୍ଟରକ୍ୟାଣ୍ଟିନ ଆମ ବସ ଷ୍ଟାଣ୍ଡରେ ପରିଵହନ ବିଭାଗ ପକ୍ଷରୁ     କଡାକଡି ଚେକିଂ


ଭୁବନେଶ୍ୱର, 04 ଜାନୁଆରି (ହି.ସ.)- ଆମ ବସ ଦୁର୍ଘଟଣାରେ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ଘଟଣା ପରେ

ଆଜି ମାଷ୍ଟରକ୍ୟାଣ୍ଟିନ ଆମ ବସ ଷ୍ଟାଣ୍ଡରେ ପରିଵହନ ବିଭାଗ ପକ୍ଷରୁ କଡାକଡି ଚେକିଂ କରାଯାଇଛି ।

ନିଜେ ପରିଵହନ କମିସନର ମାଷ୍ଟରକ୍ୟାଣ୍ଟିନ ଆମ ବସ ଷ୍ଟାଣ୍ଡରେ ସମସ୍ତ ବସ ଡ୍ରାଇଭରଙ୍କୁ

ଗୁରୁମନ୍ତ୍ର ଦେଇଛନ୍ତି । ମଦ୍ୟପାନ କରି ଆମ ବସ

ଯେଉଁ ଡ୍ରାଇଭର ଚଳାଇବେ ନଜର ଆସିଲେ ଏମଭିଆଇଆକ୍ଟ ଅନୁସାରେ

ନିଆଯିବ କାର୍ଯ୍ୟାନୁଷ୍ଠାନ । ଏହିଭଳି ଆଗକୁ ସରପ୍ରାଇଜ ଚେକିଂ କରାଯିବ ବୋଲି କହିଛନ୍ତି ପରିଵହନ

କମିସନର ଅମିତାଭ ଠାକୁର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande