ହରିଦ୍ୱାର କୁମ୍ଭ କ୍ଷେତ୍ରରେ ଅଣହିନ୍ଦୁ ପ୍ରବେଶ ଉପରେ ପ୍ରତିବନ୍ଧର ପୁଣି ଉଠିଲା ସ୍ୱର, ସାଧୁ ସନ୍ଥମାନେ କଲେ ସମର୍ଥନ
ହରିଦ୍ୱାର, ୦୬ ଜାନୁଆରୀ(ହି.ସ.) – ସପ୍ତପୁରୀୟୋ ସାମିଲ କୁମ୍ଭ ନଗରୀ ହରିଦ୍ୱାରରେ ଘାଟରେ ଅଣ ହିନ୍ଦୁମାନଙ୍କ ପ୍ରବେଶ ଉପରେ ଶହେବର୍ଷ ପୁରୁଣା ପ୍ରତିବନ୍ଧ ପୁଣିଥରେ ଚର୍ଚ୍ଚାରେ। ହରିଦ୍ୱାରର ନଗରପାଳିକା ରେ ସ୍ପଷ୍ଟ ରୂପେ କୁହାଯାଇଛି ଯେ ହର କି ପୌଡ଼ି ସହିତ ଅନ୍ୟ ପବିତ୍ର ଘାଟରେ ଅଣ ହିନ୍ଦୁଙ୍କ ପ୍ରବେଶ
ହରିଦ୍ୱାର କୁମ୍ଭ କ୍ଷେତ୍ରରେ ଅଣହିନ୍ଦୁ ପ୍ରବେଶ ଉପରେ ପ୍ରତିବନ୍ଧର ପୁଣି ଉଠିଲା ସ୍ୱର, ସାଧୁ ସନ୍ଥମାନେ କଲେ ସମର୍ଥନ


ହରିଦ୍ୱାର, ୦୬ ଜାନୁଆରୀ(ହି.ସ.) – ସପ୍ତପୁରୀୟୋ ସାମିଲ କୁମ୍ଭ ନଗରୀ ହରିଦ୍ୱାରରେ ଘାଟରେ ଅଣ ହିନ୍ଦୁମାନଙ୍କ ପ୍ରବେଶ ଉପରେ ଶହେବର୍ଷ ପୁରୁଣା ପ୍ରତିବନ୍ଧ ପୁଣିଥରେ ଚର୍ଚ୍ଚାରେ। ହରିଦ୍ୱାରର ନଗରପାଳିକା ରେ ସ୍ପଷ୍ଟ ରୂପେ କୁହାଯାଇଛି ଯେ ହର କି ପୌଡ଼ି ସହିତ ଅନ୍ୟ ପବିତ୍ର ଘାଟରେ ଅଣ ହିନ୍ଦୁଙ୍କ ପ୍ରବେଶ ନିଷିଦ୍ଧ କୁହାଯାଇଛି। ଏବେ ୨୦୨୭ର ଅର୍ଦ୍ଧକୁମ୍ଭ ମେଳା ପୂର୍ବରୁ ଶ୍ରୀ ଗଙ୍ଗା ସଭା ପୁରା ମେଳା କ୍ଷେତ୍ରକୁ ଅଣ ହିନ୍ଦୁଙ୍କ ପ୍ରବେଶ ଉପରେ ପ୍ରତିବନ୍ଧ ଲଗାଇବାର ଦାବିର ସାଧ୍ୱୀ ପ୍ରାଚୀ ସହିତ ତମାମ ସାଧୁ ସନ୍ଥ ସମର୍ଥନ କରିଛନ୍ତି।

ତେବେ କିଛିଦିନ ପୂର୍ବରୁ ଆସନ୍ତା ବର୍ଷ ଏଠାରେ ଲଗାଯାଇଥିବା ଅର୍ଦ୍ଧ କୁମ୍ଭ ମେଳାର ପ୍ରସ୍ତୁତି ପୂର୍ବରୁ ଶ୍ରୀ ଗଙ୍ଗା ସଭା ଦାବି ଉଠାଇଛନ୍ତି ଯେ ହରିଦ୍ୱାରର କୁମ୍ଭ କ୍ଷେତ୍ରକୁ ଆସୁଥିବା ସମସ୍ତ ୧୦୫ ଘାଟରେ ବାୟଲଜର ପ୍ରାବଧାନର ଲାଗୁ କରି ଅଣ ହିନ୍ଦୁଙ୍କ ପ୍ରବେଶ ଉପରେ ରୋକ ଲଗାଯାଉ। ତାଙ୍କର ଏହି ଦାବିର ସମର୍ଥନ ସନ୍ଥ ସମାଜ, ଆଖଡ଼ା ପରିଷଦ ଏବଂ ପଣ୍ଡା ସମୁଦାୟ ମଧ୍ୟ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande