ଆତିଶୀଙ୍କ ସଦସ୍ୟତା ରଦ୍ଦକୁ ନେଇ ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କୁ ଚିଠି
ନୂଆଦିଲ୍ଲୀ, 07 ଜାନୁଆରି (ହି.ସ.)-ଦିଲ୍ଲୀ କ୍ୟାବିନେଟ୍‌ର ମନ୍ତ୍ରୀମାନେ ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କୁ ଚିଠି ଲେଖି ବିରୋଧୀ ଦଳନେତ୍ରୀ ଆତିଶୀଙ୍କ ସଦସ୍ୟତା ରଦ୍ଦ କରିବା ଏବଂ ତାଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। ଆଜି ଦିଲ୍ଲୀ ବିଧାନସଭା ପର
ଦିଲ୍ଲୀ


ନୂଆଦିଲ୍ଲୀ, 07 ଜାନୁଆରି (ହି.ସ.)-ଦିଲ୍ଲୀ କ୍ୟାବିନେଟ୍‌ର ମନ୍ତ୍ରୀମାନେ ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କୁ

ଚିଠି ଲେଖି ବିରୋଧୀ ଦଳନେତ୍ରୀ ଆତିଶୀଙ୍କ ସଦସ୍ୟତା ରଦ୍ଦ କରିବା ଏବଂ ତାଙ୍କ ବିରୁଦ୍ଧରେ ଅପରାଧିକ

ମାମଲା ରୁଜୁ କରିବାକୁ ଦାବି କରିଛନ୍ତି।

ଆଜି ଦିଲ୍ଲୀ ବିଧାନସଭା ପରିସରରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି କ୍ୟାବିନେଟ୍ ମନ୍ତ୍ରୀ

ପ୍ରବେଶ ସାହିବ ସିଂହ ଓ ମନଜିନ୍ଦର ସିଂହ ସିରସା ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀମାନେ କହିଛନ୍ତି ଯେ ସିଖ ଗୁରୁମାନଙ୍କୁ ଅପମାନ କରୁଥିବା ବ୍ୟକ୍ତିଙ୍କ ସ୍ଥାନ

ତିହାର ଜେଲ୍‌ରେ ହେବା ଉଚିତ। ଦିଲ୍ଲୀ ବିଧାନସଭାର ଭିତରେ ଓ ବାହାରେ ଆଜି ମଧ୍ୟ ବିଜେପି

ବିଧାୟକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande