ପୋଖରୀରେ ଵୁଡି ଶିଶୁ ମୃତ
ଗଞ୍ଜାମ, ୧୦ ଅକ୍ଟୋବର (ହି.ସ.)- ପାଟପୁର ଥାନା ଵିଆମ୍ବଠା ଗ୍ରାମରେ ଏକ ୫ ଵର୍ଷର ଶିଶୁ ପୋଖରୀରେ ବୁଡି ପ୍ରାଣ ହରାଇଛି। ମୃତ ଶିଶୁଟି ହେଲେ କଲିଙ୍ଗ ଗ୍ରାମର ପିଣ୍ଟୁ ମହାନ୍ତିଙ୍କ ପୁଅ ରାଜବୀର। ସେ ଡିଆମ୍ଵଠା ଅଜାଘରକୁ ଆସିଥିଲେ ଆଜି ସାଙ୍ଗମାନଙ୍କ ସହ ପୋଖରୀକୁ ଶୈ।ଚହେଵାକୁ ଯାଇ ପୋଖରୀ ପାଣିରେ ବୁଡି
ପୋଖରୀରେ ଵୁଡି ଶିଶୁ ମୃତ


ଗଞ୍ଜାମ, ୧୦ ଅକ୍ଟୋବର (ହି.ସ.)- ପାଟପୁର ଥାନା ଵିଆମ୍ବଠା ଗ୍ରାମରେ ଏକ ୫ ଵର୍ଷର ଶିଶୁ ପୋଖରୀରେ ବୁଡି ପ୍ରାଣ ହରାଇଛି। ମୃତ ଶିଶୁଟି ହେଲେ କଲିଙ୍ଗ ଗ୍ରାମର ପିଣ୍ଟୁ ମହାନ୍ତିଙ୍କ ପୁଅ ରାଜବୀର। ସେ ଡିଆମ୍ଵଠା ଅଜାଘରକୁ ଆସିଥିଲେ ଆଜି ସାଙ୍ଗମାନଙ୍କ ସହ ପୋଖରୀକୁ ଶୈ।ଚହେଵାକୁ ଯାଇ ପୋଖରୀ ପାଣିରେ ବୁଡି ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ଆଡପଡା ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ରାଜଵୀରକୁ ମୃତ ଘୋଷଣା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande