ବାଲିଘାଟ ଉପରେ ଵେଲଗୁଗ୍ଠା ପୁଲିସର ଚଢ଼ଉ
ଗଞ୍ଜାମ, ୨୫ ଅକ୍ଟୋବର (ହି.ସ.)- ଵେଲଗୁଣ୍ଠା ପୁଲିସ ବଙ୍କା ଓ ସୁରମଣି ବାଲିଘାଟ ଉପରେ ଚଢ଼ଉ କରି ୭ ଜଣ ଡ୍ରାଇଭରଙ୍କୁ ଗିରଫ କରିଛି। ୪ ଜଣ ଖସି ପଳାଇଛନ୍ତି ଓ ୧୧ଟି ହାଇୱ। ଜବତ କରିଛି ଏବଂ ଏକ କୋଟି ଟଙ୍କା ଜୋରିମାନା କରାଯାଇଇଛି। ଏଠାରୁ ପ୍ରତ୍ୟେକ ଦିନ କୋଟିକୋଟି ଟଙ୍କାର ବାଲି ଚୋରାଚାଲାଣ ହେଉଥି
ବାଲିଘାଟ ଉପରେ ଵେଲଗୁଗ୍ଠା ପୁଲିସର ଚଢ଼ଉ


ଗଞ୍ଜାମ, ୨୫ ଅକ୍ଟୋବର (ହି.ସ.)- ଵେଲଗୁଣ୍ଠା ପୁଲିସ ବଙ୍କା ଓ ସୁରମଣି ବାଲିଘାଟ ଉପରେ ଚଢ଼ଉ କରି ୭ ଜଣ ଡ୍ରାଇଭରଙ୍କୁ ଗିରଫ କରିଛି। ୪ ଜଣ ଖସି ପଳାଇଛନ୍ତି ଓ ୧୧ଟି ହାଇୱ। ଜବତ କରିଛି ଏବଂ ଏକ କୋଟି ଟଙ୍କା ଜୋରିମାନା କରାଯାଇଇଛି। ଏଠାରୁ ପ୍ରତ୍ୟେକ ଦିନ କୋଟିକୋଟି ଟଙ୍କାର ବାଲି ଚୋରାଚାଲାଣ ହେଉଥିବା ଜଣାପଡ଼ିଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande