୨୦୦ ଜଣ ଗର୍ଭବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି
ଗଂଜାମ, 27 ଅକ୍ଟୋବର (ହି.ସ.) ବାତ୍ୟାରୁ ସୁରକ୍ଷା ଦେବା ପାଇଁ ଓ ସୁରକ୍ଷିତ ପ୍ରସବ ପାଇଁ ଗତକାଲି ଓ ଆଜି ପ୍ରାୟ ୨୦୦ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ ଗର୍ଭବତୀ ମହିଳା ଡାକ୍ତରଖାନାରେ ସୁରକ୍ଷିତ ସନ୍ତାନ ପ୍ରସବ କରିଥିବା ସୂଚନା ମ
୨୦୦ ଜଣ ଗର୍ଭବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି


ଗଂଜାମ, 27 ଅକ୍ଟୋବର (ହି.ସ.) ବାତ୍ୟାରୁ ସୁରକ୍ଷା ଦେବା ପାଇଁ ଓ ସୁରକ୍ଷିତ ପ୍ରସବ ପାଇଁ ଗତକାଲି ଓ ଆଜି ପ୍ରାୟ ୨୦୦ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ ଗର୍ଭବତୀ ମହିଳା ଡାକ୍ତରଖାନାରେ ସୁରକ୍ଷିତ ସନ୍ତାନ ପ୍ରସବ କରିଥିବା ସୂଚନା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande