କାଳୀପୂଜା ଅବସରରେ ନୁପୁର ଡ୍ୟାନ୍ସ ଏକାଡେମୀର ସାଂସ୍କୃତିକ ସନ୍ଧ୍ୟା
କେନ୍ଦ୍ରାପଡ଼ା, ୧୪ ନଭେମ୍ବର(ହି.ସ.) – ପବିତ୍ର ମାଆକାଳୀପୂଜାର ପଂଚମ ତଥା ଉଦଯାପନୀ ସନ୍ଧ୍ୟାରେ ସୁଦୂର ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବାଙ୍କିଛନ୍ଦା ଗ୍ରାମର କାଳୀପୂଜା ମଣ୍ଡପରେ କେନ୍ଦ୍ରାପଡ଼ାର ସ୍ୱୀକୃତିପ୍ରାପ୍ତ ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ନୁପୁର ଡ୍ୟାନ୍ସ ଏକାଡେମୀ'' ତରଫରୁ ଚିତାକର୍ଷକ ନୃତ୍ୟ ଅ
କାଳୀପୂଜା ଅବସରରେ ନୁପୁର ଡ୍ୟାନ୍ସ ଏକାଡେମୀର ସାଂସ୍କୃତିକ ସନ୍ଧ୍ୟା


କେନ୍ଦ୍ରାପଡ଼ା, ୧୪ ନଭେମ୍ବର(ହି.ସ.) – ପବିତ୍ର ମାଆକାଳୀପୂଜାର ପଂଚମ ତଥା ଉଦଯାପନୀ ସନ୍ଧ୍ୟାରେ ସୁଦୂର ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବାଙ୍କିଛନ୍ଦା ଗ୍ରାମର କାଳୀପୂଜା ମଣ୍ଡପରେ କେନ୍ଦ୍ରାପଡ଼ାର ସ୍ୱୀକୃତିପ୍ରାପ୍ତ ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ନୁପୁର ଡ୍ୟାନ୍ସ ଏକାଡେମୀ' ତରଫରୁ ଚିତାକର୍ଷକ ନୃତ୍ୟ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା. ଗୁରୁ ନିର୍ଲପ୍ତା ବେହେରାଙ୍କ ଶିକ୍ଷାଦାନ ଓ କବି, ସଂଯୋଜକ ଅଶୋକ ସାହୁଙ୍କ ସଂଯୋଜନା ଓ ମାନସ ବେହେରା ଙ୍କ ପରିଚାଳନାରେ ଆୟୋଜିତ ଉକ୍ତ କାର୍ୟ୍ୟକ୍ରମରେ ଶତାଧିକ ଦର୍ଶକ ବିଳମ୍ବିତ ରାତ୍ର ପର୍ୟ୍ୟନ୍ତ ଉପସ୍ଥିତ ରହିବା ସହିତ ଦେବୀମାଆଙ୍କର ଦିବ୍ୟ ଆଳତୀଦର୍ଶନ ଓ ପୂର୍ଣ୍ଣାହୁତି ସମାପନ କାର୍ୟ୍ୟ ଦେଖିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande