ମରଣାନ୍ତକ ଆକ୍ରମଣ, ଯୁବକ ଗିରଫ
ଗଂଜାମ, 14 ନଭେମ୍ବର (ହି.ସ.) ବ୍ରହ୍ମପୁର ବଡଵଜାର ଥାନା ପୁଲିସ ଜଣେ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ଘଟଣାରେ ଜଣେ ଯୁବକ ସୁନୀଲ କୁମାର ସାହୁ(ଶ୍ରୀରାମନଗର, ଜଗନ୍ନାଥ ବିହାର ୭ମଲାଇନ)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଠାରୁ ପୁଲିସ ମାରଣାସ୍ତ ଜଵତ କରିଛି । ସେ ବୈଦ୍ୟନାଥପୁର ଥାନା ରାଜେଶ ସ୍ୱା
Qrtyuui


ଗଂଜାମ, 14 ନଭେମ୍ବର (ହି.ସ.) ବ୍ରହ୍ମପୁର ବଡଵଜାର ଥାନା ପୁଲିସ ଜଣେ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ଘଟଣାରେ ଜଣେ ଯୁବକ ସୁନୀଲ କୁମାର ସାହୁ(ଶ୍ରୀରାମନଗର, ଜଗନ୍ନାଥ ବିହାର ୭ମଲାଇନ)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଠାରୁ ପୁଲିସ ମାରଣାସ୍ତ ଜଵତ କରିଛି । ସେ ବୈଦ୍ୟନାଥପୁର ଥାନା ରାଜେଶ ସ୍ୱାଇଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଘଟଣାରେ ପୁଲିସ ସୁନୀଲକୁ ଗିରଫ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande