ମୋଟାବାଡିରେ ଶିଶୁ ଦିଵସ ପାଳନ
ଗଞ୍ଜାମ, ୧୪ ନଭେମ୍ବର (ହି.ସ.)- ବୁଗୁଡ଼ା ବ୍ଲକ ଶ୍ରୀ ଗୋପୀନାଥ ବିଦ୍ୟାପୀଠ, ମୋଟାବାଡ଼ି ଠାରେ ଶିଶୁ ଉତ୍ସବ ମହା ଆନନ୍ଦରେ ପାଳନ ହୋଇଥିଲା। ପ୍ରଧାନ ଶିକ୍ଷକ ଉମାକାନ୍ତ ଦାସଙ୍କ ସଭାପତିତ୍ଵରେ ସଭା ହୋଇଥିଲା। ପ୍ରକୃତି ବନ୍ଧୁ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ବି. ଗୋପାଳ ପାତ୍ର ମୁଖ୍ୟ ଅତିଥି, ବିଦେଶୀ
Qertyuiio


ଗଞ୍ଜାମ, ୧୪ ନଭେମ୍ବର (ହି.ସ.)- ବୁଗୁଡ଼ା ବ୍ଲକ ଶ୍ରୀ ଗୋପୀନାଥ ବିଦ୍ୟାପୀଠ, ମୋଟାବାଡ଼ି ଠାରେ ଶିଶୁ ଉତ୍ସବ ମହା ଆନନ୍ଦରେ ପାଳନ ହୋଇଥିଲା। ପ୍ରଧାନ ଶିକ୍ଷକ ଉମାକାନ୍ତ ଦାସଙ୍କ ସଭାପତିତ୍ଵରେ ସଭା ହୋଇଥିଲା। ପ୍ରକୃତି ବନ୍ଧୁ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ବି. ଗୋପାଳ ପାତ୍ର ମୁଖ୍ୟ ଅତିଥି, ବିଦେଶୀ ସାହୁ ମୁଖ୍ୟବକ୍ତା, ଏସ. ଏମ. ସି ସଭାନେତ୍ରୀ, ଉପ ସଭାନେତ୍ରୀ, ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ବିଦ୍ୟାପୀଠର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତରେ ପାଳନ ହୋଇଛି ଶିଶୁଦିବସ। ଶେଷରେ ସରିତା କୁମାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande