କୋରାପୁଟ ଓ ରାଉରକେଲାରେ ଘନ କୁହୁଡ଼ି, ଝାରସୁଗୁଡ଼ା ଓ ଫୁଲବାଣୀରେ ହାଲୁକା କୁହୁଡ଼ି ଦୃଶ୍ୟମାନ
ଭୁବନେଶ୍ଵର, ୧୪ ନଭେମ୍ବର (ହି.ସ.)- ଶନିବାର ଭୋର୍ ତଥା ସକାଳ ସମୟରେ ରାଜ୍ୟର କୋରାପୁଟ ଓ ରାଉରକେଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଛି । ସେହିପରି ଝାରସୁଗୁଡ଼ା ଓ ଫୁଲବାଣୀରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ
କୋରାପୁଟ ଓ ରାଉରକେଲାରେ ଘନ କୁହୁଡ଼ି, ଝାରସୁଗୁଡ଼ା ଓ ଫୁଲବାଣୀରେ ହାଲୁକା କୁହୁଡ଼ି ଦୃଶ୍ୟମାନ


ଭୁବନେଶ୍ଵର, ୧୪ ନଭେମ୍ବର (ହି.ସ.)- ଶନିବାର ଭୋର୍ ତଥା ସକାଳ ସମୟରେ ରାଜ୍ୟର କୋରାପୁଟ ଓ ରାଉରକେଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଛି ।

ସେହିପରି ଝାରସୁଗୁଡ଼ା ଓ ଫୁଲବାଣୀରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦୦ ମିଟରରୁ ୧୦୦୦ ମିଟର ମଧ୍ୟରେ ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande