ଶିଶୁ ଦିବସ ଉତ୍ସଵରେ କୋଟିଏ ହସ କାର୍ଯ୍ଯକ୍ରମ
ଗଞ୍ଜାମ, ୧୪ ନଭେମ୍ବର (ହି.ସ.)- ଶେରଗଡ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ପିତଳ ୧ଓ୬ କେନ୍ଦ୍ରରେ ଶିଶୁ ଦିବସ ଉତ୍ସବରେ ନଵଭାରତର ନିର୍ମାତା ତଥା ପୂର୍ବତନ ଭାରତ ପ୍ରଧାନମନ୍ତ୍ରୀ ପଣ୍ଡିତ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କ ଜନ୍ମତିଥିରେ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ଉପସ୍ଥିତ ଥି
Qertyuii


ଗଞ୍ଜାମ, ୧୪ ନଭେମ୍ବର (ହି.ସ.)- ଶେରଗଡ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ପିତଳ ୧ଓ୬ କେନ୍ଦ୍ରରେ ଶିଶୁ ଦିବସ ଉତ୍ସବରେ ନଵଭାରତର ନିର୍ମାତା ତଥା ପୂର୍ବତନ ଭାରତ ପ୍ରଧାନମନ୍ତ୍ରୀ ପଣ୍ଡିତ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କ ଜନ୍ମତିଥିରେ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ଉପସ୍ଥିତ ଥିବା ଶିଶୁ, ଅଙ୍ଗନବାଡି କର୍ମୀ ସହାୟିକା ଓ ସ୍ଥାନୀୟ ମହିଳାମାନେ ସସ୍ନେହ ଶ୍ରଦ୍ଧା ନିବେଦନ କରିଥିଲେ। ଅଙ୍ଗନବାଡି କର୍ମୀ ସୁଶ୍ରୀ ପୁଷ୍ପାଞ୍ଜଳି ପଣ୍ଡା ଓ ନମିତା ବେହେରାଙ୍କ ପ୍ରଯୋଜନାରେ ଶିଶୁ ମାନଙ୍କୁ ନେଇ କୋଟିଏ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande