ଛଠ ମହାପର୍ବର ଦ୍ୱିତୀୟ ଦିନର ପବିତ୍ର ଖର୍ଣ୍ଣାର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ଛଠ ମହାପର୍ବର ଦ୍ୱିତୀୟ ଦିନର ପବିତ୍ର ଖର୍ଣ୍ଣାର ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ମହା
ଧର୍ମେନ୍ଦ୍ର


ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ଛଠ ମହାପର୍ବର

ଦ୍ୱିତୀୟ ଦିନର ପବିତ୍ର ଖର୍ଣ୍ଣାର ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା

ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି

କରି ସେ କହିଛନ୍ତି ଯେ, ମହାପର୍ବ ଛଠର ଦ୍ୱିତୀୟ ଅନୁଷ୍ଠାନ ‘ଖର୍ଣ୍ଣା’ ଅବସରରେ ସମସ୍ତ

ବ୍ରତଧାରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

ଛଠୀ ମାଆଙ୍କ ଅପାର କୃପାରୁ

ସମସ୍ତଙ୍କ ମନୋକାମନା ପୂରଣ ହେଉ ଏବଂ ପ୍ରତ୍ୟେକ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ସର୍ବଦା

ବଜାୟ ରହୁ ଏହି କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande