ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ନମନ କଲେ ରାଜ୍ୟପାଳ
ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ନମନ କରିଛନ୍ତି ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ର
ପଣ୍ଡିତ ଜବାହରଲାଲ     ନେହେରୁଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ନମନ କଲେ ରାଜ୍ୟପାଳ


ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ପଣ୍ଡିତ

ଜବାହରଲାଲ ନେହେରୁଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ନମନ କରିଛନ୍ତି ରାଜ୍ୟପାଳ ଶ୍ରୀ ବ୍ରଜମୋହନ

ରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ପଣ୍ଡିତ ଜବାହରଲାଲ ନେହେରୁଙ୍କ

ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛୁ। ଶିଶୁମାନଙ୍କ ପ୍ରତି ତାଙ୍କର ସ୍ନେହ

ଏବଂ ଯୁବ ମନକୁ ଉପଯୁକ୍ତ ଭାବେ ଗଢ଼ିତୋଳିବାର ଦୂରଦୃଷ୍ଟି ଆଜି ମଧ୍ୟ ପ୍ରତ୍ୟେକ ଶିଶୁର ଉଜ୍ଜ୍ୱଳ

ଭବିଷ୍ୟତ ଗଠନ ପାଇଁ ଆମକୁ ପ୍ରେରଣା ଯୋଗାଉଛି। ଶିଶୁ ଦିବସର ହାର୍ଦ୍ଦିକ ଶୁଭେଚ୍ଛା!

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande